ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୮
  • ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ବହୁମୂଲ୍ୟ ଏକତାକୁ ସୁରକ୍ଷିତ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ବହୁମୂଲ୍ୟ ଏକତାକୁ ସୁରକ୍ଷିତ ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ମଣ୍ଡଳୀରେ ସମସ୍ତଙ୍କ ସହ ଏକତାରେ ରହନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନିବା ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ବହୁମୂଲ୍ୟ ଏକତାକୁ ସୁରକ୍ଷିତ ରଖନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଯୀଶୁ ନିଜ ମୃତ୍ୟୁର ପୂର୍ବ ରାତିରେ ପ୍ରାର୍ଥନା କଲେ ଯେ ତାହାଙ୍କ ଶିଷ୍ୟମାନେ “ଏକ” ହୁଅନ୍ତୁ । (ଯୋହ ୧୭:୨୩) ଯଦି ଆମେ ପରସ୍ପରକୁ ପ୍ରେମ କରିବା, ତେବେଯାଇ ଆମ ମଧ୍ୟରେ ଏକତା ରହିବ । ପ୍ରେମ “ଅପକାର ସ୍ମରଣରେ ରଖେ ନାହିଁ ।”—୧କରି ୧୩:୫.

ଏହା କିପରି କରିପାରିବା:

  • ଯିହୋବାଙ୍କ ଭଳି ଅନ୍ୟର ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ

  • ହୃଦୟ ଖୋଲି କ୍ଷମା କରନ୍ତୁ

  • କୌଣସି ମାମଲା ସମାଧାନ ହେଲା ପରେ, ତାʼ ବିଷୟରେ ପୁଣି କେବେ ଆଲୋଚନା କରନ୍ତୁ ନାହିଁ ।—ହିତୋ ୧୭:୯

‘ପରସ୍ପରକୁ ପ୍ରେମ କରନ୍ତୁ’—ଅପକାର ସ୍ମରଣରେ ରଖନ୍ତୁ ନାହିଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭିଡିଓର ପ୍ରଥମ ଭାଗରେ ହେମା କିପରି “ଅପକାର ସ୍ମରଣରେ” ରଖିଥିଲେ?

  • ଭିଡିଓର ଦ୍ୱିତୀୟ ଭାଗରେ ହେମା କିପରି ନିଜ ଭୁଲ୍‌ ଚିନ୍ତାଧାରାକୁ ସୁଧାରିଲେ ଏବଂ ସଠିକ୍‌ ଚିନ୍ତାଧାରା ଆପଣାଇଲେ?

  • ଏପରି କରିବା ଦ୍ୱାରା ହେମା ମଣ୍ଡଳୀର ଏକତାକୁ କିପରି ବଜାୟ ରଖିଲେ?

ଆଲିଆ, ହେମା ଓ ସଞ୍ଜନା

ଅପକାର ସ୍ମରଣରେ ରଖିଲେ ଆମେ ସବୁଠୁ ବେଶୀ କାହାକୁ ଦୁଃଖିତ କରୁ?

ଚିନ୍ତନ ପାଇଁ ବାଇବଲର ଉଦାହରଣ: ଯୋହନ ମାର୍କ ପୂର୍ବେ ପ୍ରେରିତ ପାଉଲଙ୍କୁ ନିରାଶ କରିଥିବା ସତ୍ତ୍ୱେ ପାଉଲ ତାଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲେ ।—ପ୍ରେରି ୧୩:୧୩; ୧୫:୩୭, ୩୮; ୨ତୀମ ୪:୧୧.

ନିଜକୁ ପଚାରନ୍ତୁ: ‘ମୁଁ ଏପରି ବ୍ୟକ୍ତି ଉପରେ କିପରି ଭରସା କରିପାରିବି, ଯିଏ ପୂର୍ବେ ମତେ ନିରାଶ କରିଥିଲା?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ