୧୯୫୭ ମସିହାରେ, ଫ୍ରାନ୍ସରେ ଜଣେ ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଈଶ୍ୱରଙ୍କ ନାମ କʼଣ?
ପଦ: ଯାତ୍ରା ୬:୨
ଆର ଥରକୁ: ଆମେ କିପରି ଜାଣୁ ଯେ ଆମେ ଯିହୋବାଙ୍କ ମିତ୍ର ହେଉ ବୋଲି ସେ ଚାହାନ୍ତି?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଆମେ କିପରି ଜାଣୁ ଯେ ଆମେ ଯିହୋବାଙ୍କ ମିତ୍ର ହେଉ ବୋଲି ସେ ଚାହାନ୍ତି?
ପଦ: ଯାକୁ ୪:୮
ଆର ଥରକୁ: ଆମେ ଈଶ୍ୱରଙ୍କ ପାଖକୁ କେମିତି ଆସିପାରିବା?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଆମେ ଈଶ୍ୱରଙ୍କ ପାଖକୁ କେମିତି ଆସିପାରିବା?
ପଦ: ଗୀତ ୧୪୫:୧୮
ଆର ଥରକୁ: ଈଶ୍ୱରଙ୍କ ବିଷୟରେ କିଛି ନ ଜାଣିଲେ, କʼଣ ପ୍ରାର୍ଥନା କରିବାକୁ ଇଚ୍ଛା ଲାଗିବ?