ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୨
  • ୭-୧୩ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୭-୧୩ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୨

୭-୧୩ ଜାନୁୟାରୀ

ପ୍ରେରିତ ୨୧-୨୨

  • ଗୀତ ୫୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କର ଇଚ୍ଛା ସଫଳ ହେଉ”: (୧୦ ମି.)

    • ପ୍ରେରି ୨୧:୮-୧୨—ଭାଇମାନେ ପାଉଲଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ଅନୁରୋଧ କଲେ, କାରଣ ସେଠାକୁ ଯିବା ତାଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୭-୧୭୮ ¶୧୫-୧୬]

    • ପ୍ରେରି ୨୧:୧୩—ପାଉଲ ଯିହୋବାଙ୍କ ଇଚ୍ଛା ପୂରଣ କରିବା ପାଇଁ ଦୃଢ଼ ସଙ୍କଳ୍ପ କରିଥିଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୮ ¶୧୭]

    • ପ୍ରେରି ୨୧:୧୪—ପାଉଲଙ୍କ ଦୃଢ଼ ସଙ୍କଳ୍ପ ଦେଖି ଭାଇମାନେ ତାଙ୍କୁ ଆଉ ଅଟକାଇଲେ ନାହିଁ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୮ ¶୧୮]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୨୧:୨୩, ୨୪—ଯଦିଓ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ନିୟମର ଅଧୀନରେ ନ ଥିଲେ, ତଥାପି ଯିରୂଶାଲମର ପ୍ରାଚୀନମାନେ ପାଉଲଙ୍କୁ କାହିଁକି ଏହି ନିର୍ଦ୍ଦେଶ ଦେଲେ? [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୮୪-୧୮୫ ¶୧୦-୧୨]

    • ପ୍ରେରି ୨୨:୧୬—ନିଜ ପାପସବୁ ଧୋଇଯିବା ପାଇଁ ପାଉଲଙ୍କୁ କʼଣ କରିବାକୁ ପଡ଼ିଥାʼନ୍ତା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୨୧:୧-୧୯ (ଶିଖାଇବା ଅଧ୍ୟୟନ ୫)a

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଫଳପ୍ରଦ ଆରମ୍ଭ କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୦-ଇଂ ୨/୧ ୧୩ ¶୨–୧୪ ¶୨—ବିଷୟବସ୍ତୁ: ଖ୍ରୀଷ୍ଟିୟାନମାନେ ବିଶ୍ରାମବାର ପାଳନ କରିବା ଉଚିତ୍‌ କି? (ଶିଖାଇବା ଅଧ୍ୟୟନ ୧)b

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩୪

  • “ଯିହୋବା ଆମକୁ ପିଲାଙ୍କ ଲାଳନପାଳନ କରିବା ଶିଖାଇଲେ”: (୧୫ ମି.) ଆଲୋଚନା । ଭିଡିଓ (ହିନ୍ଦୀ) ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୮ ଏବଂ ପ୍ରାର୍ଥନା

a b ସୂଚନା: ଏ ମାସରୁ ପ୍ରତ୍ୟେକ ବିଦ୍ୟାର୍ଥୀ-ଭାଗ ପରେ ଏକ ବନ୍ଧନୀରେ ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ (ଶିଖାଇବା) ପୁସ୍ତିକାରୁ ଏକ ଅଧ୍ୟୟନ ସଂଖ୍ୟା ଦିଆଯିବ । ବିଦ୍ୟାର୍ଥୀ ନିଜ ଭାଗ ଉପସ୍ଥାପନ କରିବା ସମୟରେ ସେହି ସଂଖ୍ୟାରେ ଥିବା ଦକ୍ଷତାକୁ ଦେଖାଇବା ଉଚିତ୍‌ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ