ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୮
  • କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?

ଆସା ସତ୍ୟ ଉପାସନାକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ସାହର ସହ ପଦକ୍ଷେପ ନେଲେ (୧ରାଜା ୧୫:୧୧, ୧୨; ପ୍ର୧୨-ହି ୮/୧୫ ପୃ ୮ ¶୪)

ଆସା ସାହସ ଦେଖାଇଲେ, ସେ ନିଜ ପରିବାରଠାରୁ ଯିହୋବାଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦେଲେ (୧ରାଜା ୧୫:୧୩; ପ୍ର୧୭.୦୩-ହି ପୃ ୧୯ ¶୭)

ଆସାଙ୍କ ଦ୍ୱାରା କିଛି ଭୁଲ ବି ହେଲା, କିନ୍ତୁ ଯିହୋବା ତାଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲେ ଏବଂ ତାକୁ ବିଶ୍ୱସ୍ତ ଭାବିଲେ (୧ରାଜା ୧୫:୧୪, ୨୩; ଇନସାଇଟ୍‌-୧ ପୃ ୧୮୪-୧୮୫)

ପୁଅ ବ୍ୟାଗ୍‌ ଧରି ଘର ଛା ଯାଉଛି ଆଉ ବାପା ନିଜ କାନ୍ଦୁଥିବା ସ୍ତ୍ରୀ ଓ ଝିଅକୁ ଆଲିଙ୍ଗନ କରିଛନ୍ତି ।

ନିଜକୁ ପଚାରନ୍ତୁ: ‘କʼଣ ସତ୍ୟ ଉପାସନା ପାଇଁ ମୋʼଠାରେ ଉତ୍ସାହ ଅଛି ? କʼଣ ମୁଁ ଏପରି ବ୍ୟକ୍ତିଙ୍କ ସହ ମିଳାମିଶା କରିବା ବନ୍ଦ କରିଦିଏ ଯିଏ ଯିହୋବାଙ୍କୁ ଛାଡ଼ି ଦେଇଛି, ଯଦିଓ ସେହି ବ୍ୟକ୍ତି ମୋ ପରିବାରର ସଦସ୍ୟ ହେଉନ୍ତୁ ନା କାହିଁକି ?’—୨ଯୋହ ୯, ୧୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ