ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୬
  • କଥାବାର୍ତ୍ତା କିପରି କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କଥାବାର୍ତ୍ତା କିପରି କରିବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ (୧-୩୦ ସେପ୍ଟେମ୍ବର)
  • ପ୍ରଥମ ସାକ୍ଷାତ
  • ପୁନଃସାକ୍ଷାତ
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୬
ଚିତସମୂହ: ୧. ଜଣେ ମୀ ସ୍ତ୍ରୀ ଜଣେ ବ୍ୟକ୍ତିକୁ ତା’ ଘରେ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପୁସ୍ତିକା ଦେଉଛନ୍ତି । ୨. ଜଣେ ଭଉଣୀ ଏହି ପୁସ୍ତିକାର ବ୍ୟବହାର କରି ଜଣେ ସ୍ତ୍ରୀ ସହ ବାଇବଲ ଅଧୟନ କରୁଛନ୍ତି । ୩. ଜଣେ ଭାଇ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହି ବ୍ୟବହାର କରି କାଉଣ୍ଟରରେ ଥିବା ବ୍ୟକ୍ତି ସହ ବାଇବଲ ଅଧୟନ କରୁଛନ୍ତି ।

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

କଥାବାର୍ତ୍ତା କିପରି କରିବା ?

ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ (୧-୩୦ ସେପ୍ଟେମ୍ବର)

ପ୍ରଶ୍ନ: କʼଣ ଆମେ ସବୁଦିନ ପାଇଁ ଜୀଇଁପାରିବା ?

ପଦ: ଗୀତ ୩୭:୨୯

ଆର ଥରକୁ: ଆମକୁ ପ୍ରକୃତ ଖୁସି କେଉଁଠୁ ମିଳିପାରିବ ?

ପ୍ରଥମ ସାକ୍ଷାତ

ପ୍ରଶ୍ନ: ଆମକୁ ଭଲ ପରାମର୍ଶ କେଉଁଠୁ ମିଳିପାରିବ ଯାହା ଆମ ପ୍ରତିଦିନର କାମରେ ଆସିବ ?

ପଦ: ୨ତୀମ ୩:୧୬, ୧୭

ଆର ଥରକୁ: ଆମକୁ ପ୍ରତିଦିନ କିପରି ଜୀଇଁବା ଉଚିତ୍‌, କʼଣ ଏବିଷୟରେ କୌଣସି ବହି ଅଛି ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ୨୨୦୧ “ହରୀ ଦୁର୍ଗ” ସଂ. ୩ ।

    ସଜା୨୧ ସଂ.୧ ପୃ ୧୫

ପୁନଃସାକ୍ଷାତ

ପ୍ରଶ୍ନ: ଆମକୁ ପ୍ରତିଦିନ କିପରି ଜୀଇଁବା ଉଚିତ୍‌, କʼଣ ଏବିଷୟରେ କୌଣସି ବହି ଅଛି ?

ପଦ: ଯିଶା ୪୮:୧୭, ୧୮

ଆର ଥରକୁ: ଆପଣ କାହାଠାରୁ ପରାମର୍ଶ ନିଅନ୍ତି ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ୨୨୦୧ “ହରୀ ଦୁର୍ଗ” ସଂ. ୩ ।

    ସଜା୨୧ ସଂ.୧ ପୃ ୧୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ