ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ସେପ୍ଟେମ୍ବର ପୃଷ୍ଠା ୩୨
  • ଅନୁସନ୍ଧାନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନୁସନ୍ଧାନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପିଲାମାନଙ୍କ ପାଇଁ ବଢ଼ିଆ ସୂଚନା
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
  • ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ସେପ୍ଟେମ୍ବର ପୃଷ୍ଠା ୩୨

ଅନୁସନ୍ଧାନ ପାଇଁ ପରାମର୍ଶ

ପିଲାମାନଙ୍କ ପାଇଁ ବଢ଼ିଆ ସୂଚନା

ବାପାମାଆମାନେ, ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବାର ଆପଣଙ୍କଠାରେ ବହୁତ ବଡ଼ ଦାୟିତ୍ୱ ଅଛି । (ଏଫି. ୬:୪) ଆପଣଙ୍କ ସାହାଯ୍ୟ କରିବା ପାଇଁ ଯିହୋବାଙ୍କ ସଂଗଠନ ଅନେକ ଲେଖା, ଭିଡିଓ ଏବଂ ଗୀତ ପ୍ରସ୍ତୁତ କରିଛି । ଆପଣ ତାହାର ବ୍ୟବହାର କରି କିପରି ନିଜ ପିଲାମାନଙ୍କୁ ଭଲଭାବେ ଶିଖାଇପାରିବେ ?

  • JW.ORG ୱେବସାଇଟ୍‌ରେ ଯାନ୍ତୁ । ଏଠାରେ ଆପଣଙ୍କୁ ପିଲାଙ୍କ ପାଇଁ ଏବଂ ଯୁବାମାନଙ୍କ ପାଇଁ ପ୍ରକାଶିତ କରାଯାଇଥିବା ସମସ୍ତ ସୂଚନା ମିଳିପାରିବ । ଯେପରି, ଭିଡିଓ ଏବଂ କିଛି ଅଭ୍ୟାସ, ଯେଉଁଥିରେ ପିଲାମାନେ ଉତ୍ତର ଲେଖିପାରିବେ କିମ୍ବା ଚିତ୍ର କରିପାରିବେ ।a ଏହାକୁ ଖୋଜିବା ପାଇଁ “ଖୋଜନ୍ତୁ” ବକ୍ସରେ “ପିଲାଙ୍କ ପାଇଁ” କିମ୍ବା “କିଶୋରକିଶୋରୀ ଓ ଯୁବାମାନେ” ଟାଇପ୍‌ କରନ୍ତୁ ।

  • ପିଲାଙ୍କ ବୟସ ଅନୁସାରେ ତଥ୍ୟ ବାଛନ୍ତୁ । “ପିଲାଙ୍କ ପାଇଁ” ଭାଗରେ ଆପଣଙ୍କୁ ଏପରି ତଥ୍ୟ ମିଳିପାରିବ, ଯାହାଦ୍ୱାରା ଆପଣ ନିଜ ପିଲାମାନଙ୍କୁ ଶିଖାଇପାରିବେ । ସେଠାରେ ଆପଣଙ୍କୁ “ପାରିୱାରିକ୍‌ ଉପାସନା କେ ଲିଏ” ଭାଗରେ ବି କିଛି ବଢ଼ିଆ ତଥ୍ୟ ମିଳିପାରିବ ।

  • ପିଲାମାନଙ୍କ ସହ ଚର୍ଚ୍ଚା କରନ୍ତୁ । ପିଲାମାନଙ୍କୁ ଶାନ୍ତ ରଖିବା ପାଇଁ ଯେକୌଣସି ବି ଭିଡିଓ ଚଲାନ୍ତୁ ନାହିଁ କିମ୍ବା ଯେକୌଣସି ଅଭ୍ୟାସ କରାନ୍ତୁ ନାହିଁ । ତାʼ ପରିବର୍ତ୍ତେ ତାʼସହ ମିଶି ତଥ୍ୟ ଉପରେ ଚର୍ଚ୍ଚା କରନ୍ତୁ ଏବଂ ଯିହୋବାଙ୍କ ସହ ସାଙ୍ଗ ହେବା ପାଇଁ ତାକୁ ସାହାଯ୍ୟ କରନ୍ତୁ ।

a JW ଲାଇବ୍ରେରୀରେ ବି ପିଲା ଏବଂ ଯୁବାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଭିଡିଓ ଏବଂ ଲେଖା ଦିଆଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ