ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୩
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?
    ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

Jw.org ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ

ଏହି ଶେଷକାଳରେ ଆମ ସମସ୍ତଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । ଏହାର ସାମନା କରିବା ପାଇଁ ଈଶ୍ୱରଙ୍କ ବାକ୍ୟ, ବାଇବଲ ଆମକୁ ସାହାଯ୍ୟ କରିପାରିବ । (୨ତୀମ ୩:୧, ୧୬, ୧୭) କିନ୍ତୁ କିଛି ପରିସ୍ଥିତିରେ ଆମେ ବୁଝିପାରି ନ ଥାଉ ଯେ ବାଇବଲର କେଉଁ ସିଦ୍ଧାନ୍ତ ଲାଗୁ କରିବା । ଯେପରି, କʼଣ ଆପଣ ବାପାମାଆ ଅଟନ୍ତି ଏବଂ ନିଜ ପିଲାମାନଙ୍କ ଭଲଭାବେ ଲାଳନପାଳନ କରିବା ଆପଣଙ୍କୁ କଷ୍ଟ ଲାଗୁଛି ? କʼଣ ଆପଣ ଯୁବା ଅଟନ୍ତି ଏବଂ ଆପଣଙ୍କ ବିଶ୍ୱାସର ପରୀକ୍ଷା ହେଉଛି ? କʼଣ ଆପଣଙ୍କ ଜୀବନସାଥୀର ମୃତ୍ୟୁ ହୋଇଯାଇଛି ଏବଂ ଆପଣ ସେହି ଦୁଃଖରୁ ବାହାରି ପାରୁନାହାନ୍ତି ? ଯଦି ଏପରି ଅଟେ ତାହେଲେ ଆପଣ jw.org ୱେବସାଇଟ୍‌ରେ ଯାଇପାରିବେ । ସେଠାରେ ଏପରି ଭିନ୍ନ ଭିନ୍ନ ପରିସ୍ଥିତି ବିଷୟରେ ଲେଖା ଦିଆଯାଇଛି । ସେହି ଲେଖାଗୁଡ଼ିକରେ ବାଇବଲର ଅନେକ ସିଦ୍ଧାନ୍ତଗୁଡ଼ିକ ଦିଆଯାଇଛି, ଯେଉଁଥିରୁ ଆପଣଙ୍କୁ ସାହାଯ୍ୟ ମିଳିପାରିବ ।—ହିତୋ ୨:୩-୬.

ଟାବଲେରେ jw.org ୱେବସାଇ ଦେଖାଯାଉଛି । ସେଠାରେ ଥିବା ଗୋଟିଏ ଚିତ ବାଇବଲରୁ ଜାଣ ଭାଗକୁ ଦେଖାଉଛି ।

jw.org ୱେବସାଇଟ୍‌ର ମୁଖ୍ୟ ପେଜ୍‌ରେ ଯାଇ ବାଇବଲରୁ ଜାଣନ୍ତୁ ଭାଗକୁ କ୍ଲିକ୍‌ କରନ୍ତୁ । (ଚିତ୍ର ୧ ଦେଖନ୍ତୁ ।) ତାʼପରେ ଯେଉଁ ସୂଚୀ ଖୋଲିବ, ସେମଧ୍ୟରୁ ନିଜ ପସନ୍ଦର ବିଷୟ ବାଛନ୍ତୁ । କିମ୍ବା ଲାଇବ୍ରେରୀ ଭାଗରେ କ୍ଲିକ୍‌ କରନ୍ତୁ, ତାʼପରେ ଲେଖାଗୁଡ଼ିକର ସିରିଜ୍‌ ଭାଗରେ ଯାଆନ୍ତୁ ଏବଂ ସେମଧ୍ୟରୁ ନିଜ ପସନ୍ଦର ବିଷୟ ବାଛନ୍ତୁ । (ଚିତ୍ର ୨ ଦେଖନ୍ତୁ ।) ଏହି ସବୁ ଭାଗ JW ଲାଇବ୍ରେରୀରେ ମଧ୍ୟ ଦିଆଯାଇଛି ।a ଲାଇବ୍ରେରୀ ଓ ୱେବସାଇଟ୍‌ରେ ଦେଖନ୍ତୁ ଯେ କʼଣ କʼଣ ଲେଖା ଦିଆଯାଇଛି । ଏହା ଦେଖି ଆପଣଙ୍କୁ ବହୁତ ଭଲ ଲାଗିବ । jw.org ୱେବସାଇଟ୍‌ରେ ଲେଖା ଖୋଜିବା ପାଇଁ ଆଉ ଗୋଟିଏ ଉପାୟ ଅଛି, “ଖୋଜନ୍ତୁ” ବକ୍ସରେ ବିଷୟ ଟାଇପ୍‌ କରନ୍ତୁ ।

ଟାବଲେରେ jw.org ୱେବସାଇ ଦେଖାଯାଉଛି । ସେଠାରେ ଥିବା ଚିତ ଲାଇବରୀ ଭାଗ ଓ ଲେଖାଗୁକର ସିରିଜ୍‌ ଦେଖାଉଛି ।

“ଖୋଜନ୍ତୁ” ବକ୍ସରେ ତଳେ ଦିଆଯାଇଥିବା ବିଷୟ ଟାଇପ୍‌ କରନ୍ତୁ । ସେହି ବିଷୟ ସହିତ ଜଡ଼ିତ ଅନେକ ଲେଖା ଆସିଯିବ । ତାʼପରେ ସେମଧ୍ୟରୁ ଯେଉଁ ଲେଖା ଆପଣ ପଢ଼ିବା ପାଇଁ ଚାହାନ୍ତି, ତାହା ନୋଟ୍‌ କରିନିଅନ୍ତୁ ।

  • ପିଲାଙ୍କ ଲାଳନପାଳନ

  • ଯୁବାମାନଙ୍କ ମଧ୍ୟରେ ନିରାଶା

  • ଜୀବନସାଥୀର ମୃତ୍ୟୁର ଦୁଃଖ

a କିଛି ଶୃଙ୍ଖଳାଗୁଡ଼ିକର ସବୁ ଲେଖା କେବଳ jw.org ୱେବସାଇଟ୍‌ରେ ଉପଲବ୍ଧ ଅଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ