ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୨୧୮-୨୧୯
  • ଭାଗ ୧୪ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୧୪ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯୋହନଙ୍କ ଦର୍ଶନ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
ଆହୁରି ଦେଖନ୍ତୁ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୨୧୮-୨୧୯
ପ୍ରେରିତ ପାଉଲ ଓ ତୀମଥି ଗୋଟିଏ ଜାହାଜରେ

ଭାଗ ୧୪ରେ କʼଣ ଅଛି

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଦୁନିଆର ସବୁଠୁ ଦୂର ଜାଗାଗୁଡ଼ିକରେ ଯାଇ ରାଜ୍ୟର ଖୁସିର ଖବର ଶୁଣାଇଲେ । ଯୀଶୁ ସେମାନଙ୍କୁ କହୁଥିଲେ ଯେ ସେମାନଙ୍କୁ କେଉଁ କେଉଁ ଜାଗାରେ ପ୍ରଚାର କରିବାର ଅଛି । ସେ ଚମତ୍କାର କରି ସେମାନଙ୍କୁ, ଲୋକମାନଙ୍କ ନିଜ ଭାଷାରେ ଶିଖାଇବାର ଦକ୍ଷତା ଦେଲେ । ଯେବେ ସେମାନଙ୍କ ସହ ଅତ୍ୟାଚାର କରାଗଲା, ତେବେ ଯିହୋବା ସେମାନଙ୍କୁ ଏହାର ସାମନା କରିବା ପାଇଁ ସାହସ ଦେଲେ ।

ଯୀଶୁ ପ୍ରେରିତ ଯୋହନଙ୍କୁ ଯିହୋବାଙ୍କ ମହିମାର ଦର୍ଶନ ଦେଖାଇଲେ । ଆଉ ଏକ ଦର୍ଶନରେ ଯୋହନ ଦେଖିଲେ ସ୍ୱର୍ଗ ରାଜ୍ୟ ଶୟତାନକୁ ପରାସ୍ତ କରିଦେଲା ଏବଂ ତାʼର ଶାସନକୁ ସବୁଦିନ ପାଇଁ ଶେଷ କରିଦେଲା । ଯୋହନ ଦେଖିଲେ ଯୀଶୁ ରାଜା ହୋଇ ଶାସନ କରୁଛନ୍ତି ଏବଂ ତାଙ୍କ ସହ ୧,୪୪,୦୦୦ ଜଣ ମଧ୍ୟ ଶାସନ କରୁଛନ୍ତି । ଯୋହନ ଦର୍ଶନରେ ଏହା ବି ଦେଖିଲେ ଯେ ସାରା ପୃଥିବୀ ଏକ ପାରଦୀଶ ହୋଇଯାଇଛି ଏବଂ ସମସ୍ତ ଲୋକ ଶାନ୍ତି ଓ ଏକତାରେ ଯିହୋବାଙ୍କ ଉପାସନା କରୁଛନ୍ତି ।

ଆମେ କʼଣ ଶିଖିବା

  • ଯିହୋବା ଆମକୁ ଯେଉଁ କାମ ଦେଇଛନ୍ତି ତାହା କଲେ ଆମେ ତାଙ୍କ ମହିମା କରୁ

  • ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରନ୍ତୁ ଏବଂ ଦେଖାନ୍ତୁ ଯେ ଆପଣ ତାଙ୍କ ରାଜ୍ୟର ପ୍ରଜା ହୋଇ ରହିବା ପାଇଁ ଚାହାନ୍ତି

  • ଯିହୋବାଙ୍କୁ ନିଜ ସବୁଠୁ ଭଲ ସାଙ୍ଗ ବନାନ୍ତୁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ