ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm20 ପୃଷ୍ଠା ୬-୭
  • ରବିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରବିବାର
  • ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ରବିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ରବିବାର
    ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ରବିବାର
    ଅଧିବେଶନ କାର୍ଯ୍ୟକ୍ରମ ୨୦୧୮
ଆହୁରି ଦେଖନ୍ତୁ
ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
CO-pgm20 ପୃଷ୍ଠା ୬-୭
ଚିତଗୁକ: ଜଣେ ବୃଦ୍ଧ ଦମ୍ପତି ଗାରେ ବସିଛନ୍ତି । ସେମାନେ ଖୁସିର ସହ ଜଣେ ବ୍ୟକ୍ତିକୁ ଭେଟୁଛନ୍ତି । ୨. ବାଇବଲ ସମୟର ଗୋଟିଏ ପରିବାର ଯିରୂଶାଲମ ମନ୍ଦିରର ଅଗଣାରେ ଛି ହୋଇଛନ୍ତି ।

ରବିବାର

‘ଯିହୋବାଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ’—ଗୀତସଂହିତା ୩୭:୪

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୨୨ ଏବଂ ପ୍ରାର୍ଥନା

  • ୯:୪୦ ପରିଚର୍ଚ୍ଚା: ଆମେ ଖୁସିରେ ରହିପାରିବା . . .

    • • କ୍ଳେଶ ସତ୍ତ୍ୱେ (ରୋମୀୟ ୫:୩-୫; ୮:୩୫, ୩୭)

    • • ନିରାଶ ସତ୍ତ୍ୱେ (୨ କରିନ୍ଥୀୟ ୪:୮; ୭:୫)

    • • ତାଡ଼ନା ସତ୍ତ୍ୱେ (ମାଥିଉ ୫:୧୧, ୧୨)

    • • ଭୋକ ସତ୍ତ୍ୱେ (ଫିଲିପ୍‌ପୀୟ ୪:୧୧-୧୩)

    • • ବସ୍ତ୍ରହୀନ ସତ୍ତ୍ୱେ (୧ କରିନ୍ଥୀୟ ୪:୧୧, ୧୬)

    • • ବିପଦ ସତ୍ତ୍ୱେ (୨ କରିନ୍ଥୀୟ ୧:୮-୧୧)

    • • ଖଡ଼୍‌ଗ ସତ୍ତ୍ୱେ (୨ ତୀମଥି ୪:୬-୮)

  • ୧୧:୧୦ ଗୀତ ସଂ. ୯ ଏବଂ ଘୋଷଣା

  • ୧୧:୨୦ ବାଇବଲ ଆଧାରିତ ଜନ ଭାଷଣ: ଏପରି ଧନ ଯାହା ଆପଣଙ୍କୁ ଖୁସି ଦିଏ ! (ହିତୋପଦେଶ ୧୦:୨୨; ୧ ତୀମଥି ୬:୯, ୧୦; ପ୍ରକାଶିତ ବାକ୍ୟ ୨୧:୩-୫)

  • ୧୧:୫୦ ପ୍ରହରୀଦୁର୍ଗର ସାରାଂଶ

  • ୧୨:୨୦ ଗୀତ ସଂ. ୮୪ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୪୦ ସଂଗୀତର ଭିଡିଓ

  • ୧:୫୦ ଗୀତ ସଂ. ୬୨

  • ୧:୫୫ ନାଟକ: ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୨ (ନିହିମୀୟା ୮:୧–୧୩:୩୦; ମଲାଖି ୧:୬–୩:୧୮)

  • ୨:୪୦ ଗୀତ ସଂ. ୭୧ ଏବଂ ଘୋଷଣା

  • ୨:୫୦ ‘ଯିହୋବାଙ୍କଠାରେ ଆନନ୍ଦ କର’ ! (ଗୀତସଂହିତା ୧୬:୮, ୯, ୧୧; ୩୭:୪)

  • ୩:୫୦ ନୂଆ ଗୀତ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ