ରବିବାର
“ଯଦି ତୁମ୍ଭମାନଙ୍କ ବିଶ୍ୱାସ ଥାଏ . . . , ତାହାହେଲେ ତାହା ଘଟିବ”—ମାଥିଉ ୨୧:୨୧
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୧୩୭ ଏବଂ ପ୍ରାର୍ଥନା
୯:୪୦ ପରିଚର୍ଚ୍ଚା: ଯେଉଁ ସ୍ତ୍ରୀମାନଙ୍କ ବିଶ୍ୱାସ ମଜବୁତ୍ ଥିଲା ସେମାନଙ୍କ ଭଳି ହୁଅନ୍ତୁ !
• ସାରା (ଏବ୍ରୀ ୧୧:୧୧, ୧୨)
• ରାହାବ (ଏବ୍ରୀ ୧୧:୩୧)
• ହାନ୍ନା (୧ ଶାମୁୟେଲ ୧:୧୦, ୧୧)
• ଛୋଟ ଇସ୍ରାଏଲୀୟ ଝିଅ (୨ ରାଜାବଳୀ ୫:୧-୩)
• ମରୀୟମ, ଯୀଶୁଙ୍କ ମାଆ (ଲୂକ ୧:୨୮-୩୩, ୩୮)
• କିଣାନୀୟା ସ୍ତ୍ରୀ (ମାଥିଉ ୧୫:୨୮)
• ମାର୍ଥା (ଯୋହନ ୧୧:୨୧-୨୪)
• ଆମ ସମୟର ଭଉଣୀମାନେ (ଗୀତସଂହିତା ୩୭:୨୫; ୧୧୯:୯୭, ୯୮)
୧୧:୦୫ ଗୀତ ସଂ. ୧୪୨ ଏବଂ ଘୋଷଣା
୧୧:୧୫ ବାଇବଲ ଆଧାରିତ ଜନ ଭାଷଣ: ‘ରାଜ୍ୟର ସୁସମାଚାର ଉପରେ ବିଶ୍ୱାସ କରନ୍ତୁ’ (ମାର୍କ ୧:୧୪, ୧୫; ମାଥିଉ ୯:୩୫; ଲୂକ ୮:୧)
୧୧:୪୫ ଗୀତ ସଂ. ୨୨ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୧:୩୫ ସଂଗୀତର ଭିଡିଓ
୧:୪୫ ଗୀତ ସଂ. ୧୨୬
୧:୫୦ ନାଟକ: ଦାନିୟେଲ: ବିଶ୍ୱାସର ଏକ ବଢ଼ିଆ ଉଦାହରଣ—ଭାଗ ୨ (ଦାନିୟେଲ ୫:୧–୬:୨୮; ୧୦:୧–୧୨:୧୩)
୨:୪୦ ଗୀତ ସଂ. ୧୫୦ ଏବଂ ଘୋଷଣା
୨:୪୫ ବିଶ୍ୱାସ ବଢ଼ାନ୍ତୁ ଓ ଶକ୍ତିଶାଳୀ ହୁଅନ୍ତୁ ! (ଦାନିୟେଲ ୧୦:୧୮, ୧୯; ରୋମୀୟ ୪:୧୮-୨୧)
୩:୪୫ ନୂଆ ଗୀତ ଏବଂ ପ୍ରାର୍ଥନା