ଶନିବାର
‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରନ୍ତୁ’—ଯିହୂଦା ୩
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୫୭ ଏବଂ ପ୍ରାର୍ଥନା
୯:୪୦ ପରିଚର୍ଚ୍ଚା: ମନେ ରଖନ୍ତୁ—କେହି ବି ଯିହୋବା ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରିବେ !
• ନୀନିବୀର ଲୋକମାନେ (ଯୂନସ ୩:୫)
• ଯୀଶୁଙ୍କ ନିଜ ଭାଇମାନେ (୧ କରିନ୍ଥୀୟ ୧୫:୭)
• ସମାଜର ପ୍ରସିଦ୍ଧ ଲୋକେ (ଫିଲିପ୍ପୀୟ ୩:୭, ୮)
• ଈଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକେ (ରୋମୀୟ ୧୦:୧୩-୧୫; ୧ କରିନ୍ଥୀୟ ୯:୨୨)
୧୦:୩୦ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଲୋକମାନଙ୍କ ବିଶ୍ୱାସ ବଢ଼ାନ୍ତୁ (ଯୋହନ ୧୭:୩)
୧୦:୫୦ ଗୀତ ସଂ. ୬୭ ଏବଂ ଘୋଷଣା
୧୧:୦୦ ପରିଚର୍ଚ୍ଚା: ସେମାନେ ବିଶ୍ୱାସ ଯୋଗୁଁ ପ୍ରାଣପଣରେ ଯୁଦ୍ଧ କରୁଛନ୍ତି . . .
• ଯେଉଁମାନଙ୍କ ଜୀବନସାଥୀ ସତ୍ୟରେ ନାହାନ୍ତି (ଫିଲିପ୍ପୀୟ ୩:୧୭)
• ଯେଉଁମାନଙ୍କ ଲାଳନପାଳନ କେବଳ ମାଆ କିମ୍ବା ବାପା କରୁଛନ୍ତି (୨ ତୀମଥି ୧:୫)
• ଯେଉଁମାନଙ୍କ ବିବାହ ହୋଇ ନାହିଁ (୧ କରିନ୍ଥୀୟ ୧୨:୨୫)
୧୧:୪୫ ବାପ୍ତିସ୍ମ: ବିଶ୍ୱାସ ବଢ଼ାନ୍ତୁ ଆଉ ଅନନ୍ତ ଜୀବନ ପାଆନ୍ତୁ ! (ମାଥିଉ ୧୭:୨୦; ଯୋହନ ୩:୧୬; ଏବ୍ରୀ ୧୧:୬)
୧୨:୧୫ ଗୀତ ସଂ. ୭୯ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୧:୩୫ ସଂଗୀତର ଭିଡିଓ
୧:୪୫ ଗୀତ ସଂ. ୨୪
୧:୫୦ ପରିଚର୍ଚ୍ଚା: ଆମ ଭାଇଭଉଣୀ କିପରି ନିଜ ବିଶ୍ୱାସ ଦେଖାଉଛନ୍ତି . . .
• ଆଫ୍ରିକାରେ
• ଏସିଆରେ
• ୟୁରୋପରେ
• ଉତ୍ତର ଆମେରିକାରେ
• ପ୍ରଶାନ୍ତ ମହାସାଗରର ଦ୍ୱୀପଗୁଡ଼ିକରେ
• ଦକ୍ଷିଣ ଆମେରିକାରେ
୨:୧୫ ପରିଚର୍ଚ୍ଚା: ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ . . .
• ନୂଆ ଭାଷା ଶିଖନ୍ତୁ (୧ କରିନ୍ଥୀୟ ୧୬:୯)
• ଅଧିକ ପ୍ରଚାରକ ଆବଶ୍ୟକ ହେଉଥିବା ଜାଗାରେ ଯାଆନ୍ତୁ (ଏବ୍ରୀ ୧୧:୮-୧୦)
• ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲକୁ ଯାଆନ୍ତୁ (୧ କରିନ୍ଥୀୟ ୪:୧୭)
• ସଂଗଠନର ନିର୍ମାଣ କାମରେ ଭାଗ ନିଅନ୍ତୁ (ନିହିମୀୟା ୧:୨, ୩; ୨:୫)
• ଯିହୋବାଙ୍କ କାମ ପାଇଁ ‘କିଛି କିଛି ସଞ୍ଚୟ କରି ରଖନ୍ତୁ’ (୧ କରିନ୍ଥୀୟ ୧୬:୨)
୩:୧୫ ଗୀତ ସଂ. ୮୪ ଏବଂ ଘୋଷଣା
୩:୨୦ ନାଟକ: ଦାନିୟେଲ: ବିଶ୍ୱାସର ଏକ ବଢ଼ିଆ ଉଦାହରଣ—ଭାଗ ୧ (ଦାନିୟେଲ ୧:୧–୨:୪୯; ୪:୧-୩୩)
୪:୨୦ ‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରନ୍ତୁ’ ! (ଯିହୂଦା ୩; ହିତୋପଦେଶ ୧୪:୧୫; ରୋମୀୟ ୧୬:୧୭)
୪:୫୫ ଗୀତ ସଂ. ୩୮ ଏବଂ ପ୍ରାର୍ଥନା