ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm22 ପୃଷ୍ଠା ୪-୫
  • ଶନିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶନିବାର
  • ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ରବିବାର
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ଶୁକ୍ରବାର
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
CO-pgm22 ପୃଷ୍ଠା ୪-୫
ନୀଳ ଓ ସବୁଜ ଆକାର ।

ଶନିବାର

‘ତୁମ୍ଭେମାନେ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ’​—୨ ପିତର ୩:୧୪

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୫୮ ଏବଂ ପ୍ରାର୍ଥନା

  • ୯:୪୦ ପରିଚର୍ଚ୍ଚା: “ଶାନ୍ତିଦାୟକ ସୁସମାଚାର” ଶୁଣାଇବା ପାଇଁ ପ୍ରସ୍ତୁତ ରହନ୍ତୁ

    • • ନିଜ ଉତ୍ସାହ ବଜାୟ ରଖନ୍ତୁ (ରୋମୀୟ ୧:୧୪, ୧୫)

    • • ଭଲ ପ୍ରସ୍ତୁତି କରନ୍ତୁ (୨ ତୀମଥି ୨:୧୫)

    • • କଥାବାର୍ତ୍ତା କରିବା ପାଇଁ ପ୍ରଥମେ ନିଜେ ଆଗକୁ ଆସନ୍ତୁ (ଯୋହନ ୪:୬, ୭, ୯, ୨୫, ୨୬)

    • • ଆଗ୍ରହ ଦେଖାଉଥିବା ବ୍ୟକ୍ତିଙ୍କୁ ପୁଣି ଭେଟନ୍ତୁ (୧ କରିନ୍ଥୀୟ ୩:୬)

    • • ନିଜ ବିଦ୍ୟାର୍ଥୀଙ୍କୁ ଉନ୍ନତି କରିବା ପାଇଁ ସାହାଯ୍ୟ କରନ୍ତୁ (ଏବ୍ରୀ ୬:୧, ୨)

  • ୧୦:୪୦ ଯୁବାମାନେ, ଶାନ୍ତି ଆଡ଼କୁ ନେଇଯାଉଥିବା ରାସ୍ତା ବାଛନ୍ତୁ (ମାଥିଉ ୬:୩୩; ଲୂକ ୭:୩୫; ଯାକୁବ ୧:୪)

  • ୧୧:୦୦ ଗୀତ ସଂ. ୧୩୫ ଏବଂ ଘୋଷଣା

  • ୧୧:୧୦ ଭିଡିଓ: ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି . . .

    • • ବିରୋଧ ସତ୍ତ୍ୱେ

    • • ରୋଗ ସତ୍ତ୍ୱେ

    • • ଆର୍ଥିକ ସମସ୍ୟା ସତ୍ତ୍ୱେ

    • • ପ୍ରାକୃତିକ ବିପତ୍ତି ସତ୍ତ୍ୱେ

  • ୧୧:୪୫ ବାପ୍ତିସ୍ମ: ‘ଶାନ୍ତିପଥରେ’ ଚାଲିବା ଜାରି ରଖନ୍ତୁ (ଲୂକ ୧:୭୮, ୭୯; ୨ କରିନ୍ଥୀୟ ୪:୧୬-୧୮; ୧୩ :୧୧)

  • ୧୨:୧୫ ଗୀତ ସଂ. ୫୪ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୫ ସଂଗୀତର ଭିଡିଓ

  • ୧:୪୫ ଗୀତ ସଂ. ୨୯

  • ୧:୫୦ ପରିଚର୍ଚ୍ଚା: ଅଶାନ୍ତି ସୃଷ୍ଟି କରୁଥିବା କଥାଗୁଡ଼ିକୁ ନିଜଠାରୁ ଦୂର କରନ୍ତୁ

    • • ବଡ଼ପଣିଆ (ଏଫିସୀୟ ୪:୨୨; ୧ କରିନ୍ଥୀୟ ୪:୭)

    • • ଈର୍ଷା (ଫିଲିପ୍‌ପୀୟ ୨:୩, ୪)

    • • ବେଇମାନି (ଏଫିସୀୟ ୪:୨୫)

    • • କ୍ଷତି ପହଞ୍ଚାଉଥିବା ଗପସପ (ହିତୋପଦେଶ ୧୫:୨୮)

    • • ରାଗରେ ବେକାବୁ ହେବା (ଯାକୁବ ୧:୧୯)

  • ୨:୪୫ ଭିଡିଓ: ଯିହୋବା ଆମକୁ ଶାନ୍ତିର ପଥରେ ନେଇଯାʼନ୍ତି—ଭାଗ ୧ (ଯିଶାଇୟ ୪୮:୧୭, ୧୮)

  • ୩:୧୫ ଗୀତ ସଂ. ୧୩୦ ଏବଂ ଘୋଷଣା

  • ୩:୨୫ ପରିଚର୍ଚ୍ଚା: “ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ”—କିପରି ?

    • • ଶୀଘ୍ର ଖରାପ ଭାବନ୍ତୁ ନାହିଁ (ହିତୋପଦେଶ ୧୯:୧୧; ଉପଦେଶକ ୭:୯; ୧ ପିତର ୩ :୧୧)

    • • କ୍ଷମା ମାଗନ୍ତୁ (ମାଥିଉ ୫:୨୩, ୨୪; ପ୍ରେରିତ ୨୩:୩-୫)

    • • ହୃଦୟ ଖୋଲି କ୍ଷମା କରନ୍ତୁ (କଲସୀୟ ୩:୧୩)

    • • ବୁଝିବିଚାରି କଥା ହୁଅନ୍ତୁ (ହିତୋପଦେଶ ୧୨:୧୮; ୧୮:୨୧)

  • ୪:୧୫ ସେହି ‘ଶାନ୍ତିକୁ’ ବଜାୟ ରଖନ୍ତୁ ଯାହା ଆମକୁ ଏକତାର ବନ୍ଧନରେ ବାନ୍ଧି ରଖେ (ଏଫିସୀୟ ୪:୧-୬)

  • ୪:୫୦ ଗୀତ ସଂ. ୧୧୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ