ଶୁକ୍ରବାର
‘ଯିହୋବା ଆପଣା ଲୋକମାନଙ୍କୁ ଶାନ୍ତି ଆଶୀର୍ବାଦ କରିବେ’—ଗୀତସଂହିତା ୨୯:୧୧
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୮୬ ଏବଂ ପ୍ରାର୍ଥନା
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଯିହୋବା “ଶାନ୍ତିଦାତା ଈଶ୍ୱର” ଅଟନ୍ତି (ରୋମୀୟ ୧୫:୩୩; ଫିଲିପ୍ପୀୟ ୪:୬, ୭)
୧୦:୧୦ ପରିଚର୍ଚ୍ଚା: ପ୍ରେମ ଥିଲେ ପ୍ରକୃତ ଶାନ୍ତି କିପରି ମିଳେ ?
• ଈଶ୍ୱରଙ୍କ ପାଇଁ ପ୍ରେମ (ମାଥିଉ ୨୨:୩୭, ୩୮; ରୋମୀୟ ୧୨:୧୭-୧୯)
• ପଡ଼ୋଶୀ ପାଇଁ ପ୍ରେମ (ମାଥିଉ ୨୨:୩୯; ରୋମୀୟ ୧୩:୮-୧୦)
• ଈଶ୍ୱରଙ୍କ ବାକ୍ୟ ପାଇଁ ପ୍ରେମ (ଗୀତସଂହିତା ୧୧୯:୧୬୫, ୧୬୭, ୧୬୮)
୧୧:୦୫ ଗୀତ ସଂ. ୨୪ ଏବଂ ଘୋଷଣା
୧୧:୧୫ ନାଟକୀୟ ବାଇବଲ ପଠନ: ଯାକୁବ—ତାଙ୍କୁ ଝଗଡ଼ା ନୁହଁ, ଶାନ୍ତି ପସନ୍ଦ ଥିଲା (ଆଦି ପୁସ୍ତକ ୨୬:୧୨–୩୩ :୧୧)
୧୧:୪୫ ଧାର୍ମିକତାର କାମ ଯୋଗୁଁ ସବୁଆଡ଼େ ଶାନ୍ତି ଥିବ (ଯିଶାଇୟ ୩୨:୧୭; ୬୦:୨୧, ୨୨)
୧୨:୧୫ ଗୀତ ସଂ. ୯୭ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୧:୩୫ ସଂଗୀତର ଭିଡିଓ
୧:୪୫ ଗୀତ ସଂ. ୧୪୪
୧:୫୦ ପରିଚର୍ଚ୍ଚା: ଈଶ୍ୱର ଶାନ୍ତି ଆଣିବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି, ସେଥିରୁ ଖୁସି ପାଆନ୍ତୁ
• “ଆମ୍ଭର ଦାସମାନେ ଭୋଜନ କରିବେ . . . ଆମ୍ଭର ଦାସମାନେ ପାନ କରିବେ” (ଯିଶାଇୟ ୬୫:୧୩, ୧୪)
• ‘ସେମାନେ ଗୃହ ନିର୍ମାଣ କରିବେ, ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ’ (ଯିଶାଇୟ ୬୫:୨୧-୨୩)
• ‘ଗଧିଆ ଓ ମେଣ୍ଢା ଛୁଆ ଏକତ୍ର ଚରିବେ’ (ଯିଶାଇୟ ୧୧:୬-୯; ୬୫:୨୫)
• “ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବ ନାହିଁ ” (ଯିଶାଇୟ ୩୩:୨୪; ୩୫:୫, ୬)
• “ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି” (ଯିଶାଇୟ ୨୫:୭, ୮)
୨:୫୦ ଗୀତ ସଂ. ୩୫ ଏବଂ ଘୋଷଣା
୩:୦୦ ପରିଚର୍ଚ୍ଚା: ପରିବାରରେ ଶାନ୍ତି ପାଇବା ପାଇଁ ନକ୍ସା ଅନୁସାରେ ଚାଲନ୍ତୁ
• ପ୍ରେମ ଓ ଆଦର ସହ ବ୍ୟବହାର କରନ୍ତୁ (ରୋମୀୟ ୧୨:୧୦)
• ଖୋଲିକି କଥାବାର୍ତ୍ତା ହୁଅନ୍ତୁ (ଏଫିସୀୟ ୫:୧୫, ୧୬)
• ମିଶି କାମ କରନ୍ତୁ (ମାଥିଉ ୧୯:୬)
• ଏକା ସହ ଯିହୋବାଙ୍କ ଉପାସନା କରନ୍ତୁ (ଯିହୋଶୂୟ ୨୪:୧୫)
୩:୫୫ ସର୍ବଦା ‘ଶାନ୍ତିର ରାଜାର’ ସହଯୋଗ କରନ୍ତୁ (ଯିଶାଇୟ ୯:୬, ୭; ତୀତସ ୩:୧, ୨)
୪:୧୫ ଏହି ଦୁନିଆର ନକଲି ଶାନ୍ତିର ଫାନ୍ଦରେ ପଡ଼ନ୍ତୁ ନାହିଁ (ମାଥିଉ ୪:୧-୧୧; ଯୋହନ ୧୪:୨୭; ୧ ଥେସଲନୀକୀୟ ୫:୨, ୩)
୪:୫୦ ଗୀତ ସଂ. ୧୧୨ ଏବଂ ପ୍ରାର୍ଥନା