ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୦/୯୭ ପୃଷ୍ଠା ୨
  • ଅକ୍ଟୋବର ମାସ ପାଇଁ ପରିଚର୍ଯ୍ୟା ସଭାଗୁଡ଼କ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅକ୍ଟୋବର ମାସ ପାଇଁ ପରିଚର୍ଯ୍ୟା ସଭାଗୁଡ଼କ
  • ଆମ ରାଜ୍ୟ ସେବା—୧୯୯୭
  • ଉପଶୀର୍ଷକ
  • ଅକ୍ଟୋବର ୬ ରୁ ଆରମ୍ଭ ହେବା ସପ୍ତାହ
  • ଅକ୍ଟୋବର ୧୩ ରୁ ଆରମ୍ଭ ହେବା ସପ୍ତାହ
  • ଅକ୍ଟୋବର ୨୦ ରୁ ଆରମ୍ଭ ହେବା ସପ୍ତାହ
  • ଅକ୍ଟୋବର ୨୭ ରୁ ଆରମ୍ଭ ହେବା ସପ୍ତାହ
ଆମ ରାଜ୍ୟ ସେବା—୧୯୯୭
km ୧୦/୯୭ ପୃଷ୍ଠା ୨

ଅକ୍ଟୋବର ମାସ ପାଇଁ ପରିଚର୍ଯ୍ୟା ସଭାଗୁଡ଼କ

ସୁଚନା: ଆମର ରାଜ୍ୟ ପରିଚର୍ଯ୍ୟା ନିମିତ ଆସନ୍ତା ମାସର ପ୍ରତ୍ୟେକ ସପ୍ତହ ପାଇଁ ପରିଚର୍ଯ୍ୟା ସଭାର ସାରଣୀ କରିବ । କିନ୍ତୁ ମଣ୍ଡଳୀର ଆବଶ୍ୟକତା ଅନୁଯାଇ ବଦଳାଯାଇ ପାରିବ ଯେପରିକି ଭାଇମାନେ “ପରମେଶ୍ୱରଙ୍କ ବାକ୍ୟରେ ବିଶ୍ୱାସ” ଜିଲ୍ଲା ଅଧିବେସନରେ ଉପସ୍ଥିତ ହୋଇପାରିବେ ଏବଂ ଆସନ୍ତା ସପ୍ତାହର ପରିଚର୍ଯ୍ୟା ସଭାରେ କାର୍ଯ୍ୟକ୍ରମର ବିଶେଷତା ପାଇଁ ୩୦ ମିନିଣ୍ଟର ପୁନର୍ବିଚାର କରାଯିବ । ପ୍ରତ୍ୟେକ ଦିନର ଜିଲ୍ଲା ଅଧିବେସନ କାର୍ଯ୍ୟକ୍ରମରେ ପୁନର୍ବିଚାର ପାଇଁ ପ୍ରଥମରୁ ହିଁ ଦୁଇଜଣ କିମ୍ବା ତିନି ଜଣ ଯୋଗ୍ୟ ଭାଇମାନଙ୍କୁ ନିଯୁକ୍ତି କରାଯିବା ଆବଶ୍ୟକ, ସେମାନେ ଉଲ୍ଲେଖନୀୟ ବିଷୟ ଉପରେ ଧ୍ୟାନ ଆକର୍ଷଣ କରିବା ପାଇଁ ସମର୍ଥ ହେବ । ଉତ୍ତମ ରୂପେ ପ୍ରସ୍ତୁତ କରାଯାଇଥିବା ପୁନର୍ବିଚାରର ମୁକ୍ଷ ବିଷୟଗୁଡ଼ିକୁ ବ୍ୟକ୍ତିଗତ ପ୍ରୟୋଗ ଏବଂ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ମଣ୍ଡଳୀକୁ ସହାଯ୍ୟ କରିବ । ସ୍ରୋତାମାନଙ୍କର ମନ୍ତବ୍ୟ ଓ ଅନୁଭବ ସଂକ୍ଷିପ୍ତ ଏବଂ ବିଷୟ ସମ୍ବନ୍ଧିତ ଥିବା ଆବଶ୍ୟକ ।

ଅକ୍ଟୋବର ୬ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୩୯

୧୦ ମି: ସ୍ଥାନୀୟ ଘୋଷଣାବଳୀ । ଆମର ରାଜ୍ୟ ପରିଚର୍ଯ୍ୟାରୁ ନିର୍ବାଚିତ ଘୋଷଣାବଳୀ ।

୧୫ ମି: ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?” ପ୍ରଶ୍ନ ଏବଂ ଉତ୍ତର । ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବୈଶିଷ୍ଟ୍ୟଗୁଡ଼ିକ ପୁନର୍ବିଚାର କରନ୍ତୁ । ଏଗୁଡ଼ିକର କାରଣ ଦେଖାନ୍ତୁ ଯେ କାହିଁକି ଆମ କ୍ଷେତ୍ରର ଲୋକମାନେ ଏହି ବିଷୟରୁ ବିଶେଷ ଲାଭ ପାଇବେ । ଏସବୁର ବିତରଣରେ ସମ୍ପୂର୍ଣ୍ଣ ରୂପେ ଭାଗ ନେବା ପାଇଁ ଏବେଠାରୁ ଯୋଜନା କରନ୍ତୁ ଏବଂ ଆଗ୍ରହ ଦେଖାଉଥିବା ସବୁ ଲୋକଙ୍କ ସହିତ ପୁନଃ ସାକ୍ଷାତ କରିବା ପାଇଁ ଅଧ୍ୟବସାୟ ହୁଅନ୍ତୁ ।

୨୦ ମି: “ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବିତରଣ କରନ୍ତୁ ।” ପରିଚର୍ଯ୍ୟା ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରାରମ୍ଭିକ ଭାଷଣ । ପ୍ରଶ୍ନ ଉତ୍ତର ମାଧ୍ୟମରେ ୫-୮ ପରିଚ୍ଛେଦର ଆଲୋଚନା କରନ୍ତୁ । ବିସୃତ କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ବ୍ୟବସ୍ଥା ପୁନର୍ବିଚାର କରନ୍ତୁ । ଯେତେ ଦୂର କ୍ଷେତ୍ର ସମାପ୍ତ କରିବା ସମ୍ଭବ ହୋଇପାରେ ସେ ବିଷୟରେ ନିଶ୍ଚିତ ହେବା ପାଇଁ ଆଲୋଚନା କରନ୍ତୁ । ବସଷ୍ଟାଣ୍ଡ୍‌, ଛୋଟ ଦୋକାନମାନଙ୍କରେ, ମୋଟରଗଡ଼ି ରଖିବା ସ୍ଥାନରେ ଓ ଅନ୍ୟ ଜାଗାମାନଙ୍କରେ ଲୋକମାନଙ୍କୁ ସାକ୍ଷୀ ଦେଲାବେଳେ ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ କୁ ପ୍ରକାଶକଙ୍କ ଦ୍ୱାରା ବ୍ୟବହାର କରାଯାଇ ପାରେ । ଯେଉଁମାନେ ନୂତନ ଭାବେ ପ୍ରଚାରକାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କୁ କପରି ସାହାଯ୍ୟ କରାଯାଇ ପାରିବ ସେଥିପାଇଁ ପ୍ରସ୍ତାବ ଦିୟନ୍ତୁ । ଏପ୍ରିଲ ୧୯୯୫ ର ଆମ ରାଜ୍ୟ ପରିଚର୍ଯ୍ୟାର ଅନ୍ତର୍ନିଧାନ ଅନୁଛେଦ ୧୧ ରୁ ତଥ୍ୟ ଯୋଗ କରନ୍ତୁ । କିଛି କ୍ଷେତ୍ରରେ ଏକାକୀ କାମ କରିବା ବେଳେ ଏବଂ ରାଜ୍ୟ ସୁସମାଚାର ଦେଲା ବେଳେ ବ୍ରିଫକେସ ନ ନେବା ହିତଜନକ ହୋଇଥାଏ । ଦୁଇଟି କିମ୍ବା ତିନୋଟି ଉପସ୍ଥାପନା ପ୍ରଦର୍ଶିନ କରନ୍ତୁ ।

ଗୀତ ୧୨୬ ଏବଂ ଶେଷ ପ୍ରାର୍ଥନା ।

ଅକ୍ଟୋବର ୧୩ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୪୧

୧୨ ମି: ସ୍ଥାନୀୟ ଘୋଷଣାବଳୀ । ହିସାବ ତାଲିକା । ପ୍ରହରୀଦୁର୍ଗ ଓ ଜାଗ୍ରତ ହୁଅନ୍ତୁ ! (ଇଂଗ୍ରାଜୀ) ପତ୍ରିକା ସାପ୍ରତିକ ସଂଖ୍ୟାର କଥାବାର୍ତ୍ତା କରିବା ବିଷୟ ଉପରେ ପୁନର୍ବିଚାର କରନ୍ତୁ । ସମସ୍ତଙ୍କୁ ମନେପକାଇ ଦିଅନ୍ତୁ ଯେ ସପ୍ତାହଶେଷର କାର୍ଯ୍ୟରେ ଆମେ ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ସହିତ ପତ୍ରିକା ଏବଂ ଅଭିଦାନ ଦେଖାଇବା । ସମସ୍ତ ଆଗ୍ରହୀବକ୍ତିଙ୍କୁ ଆମେ ଅନୁସରଣ କରିବା ଉଚିତ ।

୧୫ ମି: ସ୍ଥାନୀୟ ଆବଶ୍ୟକତା ।

୧୮ ମି: “ଉଦାସୀନତା ପ୍ରତି ଅପଣ କିପରି ପ୍ରତିକ୍ରଆ ଦେଖାନ୍ତି?” ଦୁଇ ଜଣ ପ୍ରାଚୀନଙ୍କ ମଧ୍ୟରେ ଆଲୋଚନା । ଜୁଲାଇ ୧୫, ୧୯୭୪ ମସିହାର ପ୍ରହରୀଦୁର୍ଗ, (ଇଂଗ୍ରାଜୀ) ପୃଷ୍ଠା ୪୪୫-୬ ରେ “ଆପଣ ଉଦାସୀନତାକୁ କିପରି ପ୍ରତିରୋଧ କରି ପାରିବେ?” ନାମକ ଉପଶିର୍ଷକର ଅନ୍ତର୍ଗତ ବିଷୟବସ୍ତୁରୁ ମନ୍ତବ୍ୟକୁ ସାମିଲ କରନ୍ତୁ ।

ଗୀତ ୧୩୦ ଏବଂ ଶେଷ ପ୍ରାର୍ଥନା ।

ଅକ୍ଟୋବର ୨୦ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୪୨

୧୫ ମି: ସ୍ଥାନୀୟ ଘୋଷଣାବଳୀ । “ରାଜ୍ୟ ସୁସମାଚାରର ବିଶ୍ୱ ବିବରଣ” ଉପରେ ୧୯୯୬ ବର୍ଷ ପୁସ୍ତକ (ଇଂଗ୍ରାଜୀ) ପୃଷ୍ଠା ୬-୮ ରେ ଦିଆଯାଇଥିବା କିଛି ଅନୁଭବ ବିଷୟ ପୁନର୍ବିଚାର କରନ୍ତୁ । ଗତ ରାଜ୍ୟ ସୁସମାଚର ବିତରଣରେ ପ୍ରକାଶକମାନଙ୍କ ବ୍ୟକ୍ତିଗତ ପ୍ରୟାସ ଉପେ ଆଲେକପାତ କରନ୍ତୁ । ସମସ୍ତଙ୍କୁ ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବିତରଣରେ ଭାଗ ନେବା ପାଇଁ ଉତ୍ସାହିତ କରନ୍ତୁ ।

୧୫ ମି: “ମୋର କʼଣ ବାପ୍ତିସ୍ମ ନେବା ଉଚିତ?” ଜଣେ ପ୍ରାଚୀନଙ୍କ ଦ୍ୱାରା ଅକ୍ଟୋବର ୧, ୧୯୯୨, ପ୍ରହରୀଦୁର୍ଗ ପୃଷ୍ଠା ୨୦-୩, ଇଂଗ୍ରଜୀରେ ଆଧାରିତ ଉତ୍ସାହଜନକ ଭାଷଣ ସମସ୍ତ ଅବାପ୍ତିସ୍ମ ପ୍ରକାଶକଙ୍କୁ ବାପ୍ତିସ୍ମ ପଥରେ ପ୍ରଗତି କରିବା ପାଇଁ ପ୍ରୋଶ୍ଚାହିତ କରିବ । ଅକ୍ଟବର ୧, ୧୯୯୪ ର ପ୍ରହରୀଦୁର୍ଗ ପୃଷ୍ଠା ୨୬-୩୦ (ଇଂଗ୍ରାଜୀ) ରୁ ମନ୍ତବ୍ୟ ଦେଇ ଦେଖାନ୍ତୁ ଯେ କିପରି ଖ୍ରୀଷ୍ଟୀୟ ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ପ୍ରକାଶକ କରିବାରେ ଏବଂ ତା ପରେ ଛୋଟ ବୟଷରେ ବାପ୍ତିସ୍ମ ନେବାରେ ସାହାଯ୍ୟ କରି ପାରିବେ ।

୧୫ ମି: “ଆପଣ କʼଣ ଜଣେ ପୂର୍ଣ୍ଣ ସମୟର ସାକ୍ଷୀ ଅଟନ୍ତି?” ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ ଦିଆଯିବ ।

ଗୀତ ୧୩୩ ଏବଂ ଶେଷ ପ୍ରାର୍ଥନା ।

ଅକ୍ଟୋବର ୨୭ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୪୩

୧୨ ମି: ସ୍ଥାନୀୟ ଘୋଷଣା । ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ପ୍ରଗତି ବିଷୟ ପୁନର୍ବିଚାର କରନ୍ତୁ । ସ୍ରୋତାମାନଙ୍କୁ ଉତ୍ସାହପ୍ରଦ ଆନୁଭବ କହିବା ପାଇଁ ଆମତ୍ରଣ କରନ୍ତୁ । ଏପର୍ଯ୍ୟନ୍ତ କେତେ ଦୂର କ୍ଷେତ୍ର ପ୍ରଚାର ସମାପ୍ତ ହୋଇଗଲା ଏବଂ ନଭେମ୍ବର ୧୬ ପର୍ଯ୍ୟନ୍ତ କେତେ କାମ ଶେଷ ହୋଇପାରିବ, ଏହାର ଗୋଟିଏ ରିପୋର୍ଟ ଦିଅନ୍ତୁ । ଥରେ ରାଜ୍ୟ ସୁସମାଚାରର ଯୋଗାଣ ଶେଷ ହୋଇଗଲେ ଆମେ ବାକି ମାସଗୁଡ଼ିକରେ ଜ୍ଞାନ ବହି ଦେବାକୁ ଆରମ୍ଭ କରିବା । ଯେଉଁଠାରେ ରାଜ୍ୟ ସୁସମାଚାରର ଭଲ ପ୍ରତିକ୍ରିଆ ଦେଖା ଯାଇଥିଲା, ସେଠାରେ ଅଧ୍ୟୟନ ଆରମ୍ଭ କରିବା ପାଇଁ ପୁନର୍ସାକ୍ଷାତର ଲକ୍ଷ ଉପରେ ଗୁରୁତ୍ୱ ଦିଅନ୍ତୁ ।

୧୫ ମି: ହତୋତ୍ସାହ ମଧ୍ୟରେ କିପରି ଆଶା ପାଇ ପାରିବା । ମେ ୧୫, ୧୯୯୭, ପ୍ରହରୀଦୁର୍ଗର, ପୃଷ୍ଟା ୨୨-୫ ଉପରେ ଆଧାରିତ ଭାଷଣ ଜଣେ ପ୍ରଚୀନଙ୍କ ଦ୍ୱାରା ଦିଆଯିବ ।

୧୮ ମି: ଆପଣଙ୍କ ଜୋତିକୁ ବିକଶିତ କରାନ୍ତୁ । ଭାଷଣ ଓ ପରିଚର୍ଯ୍ୟା ବହି ପୃଷ୍ଟା ୮୪-୮ ପର୍ଯ୍ୟନ୍ତ ଆଲୋଚନା । ପ୍ରଥମରୁ ପ୍ରକାଶକଙ୍କ ସହିତ ନିମ୍ନଲିଖିତ ଆଲୋଚନାର ପ୍ରଶ୍ନ ଉପରେ ମନ୍ତବ୍ୟ ଦେବାକୁ ଯେଗାଡ଼ କରନ୍ତୁ: (୧) କାହିଁକି ଯିହୋବା ସାକ୍ଷୀମାନେ ଘର-ଘର ପ୍ରଚାର କରନ୍ତି? (୨) ପ୍ରଥମ ଶତାବ୍ଦୀରେ କେତେ ଦୂର ପର୍ଯ୍ୟନ୍ତ ଏହି ପଦ୍ଧତି ବ୍ୟବହାର କରାଯାଉ ଥିଲା? (୩) ଆଜି ଘର-ଘର ପ୍ରଚାର କାହିଁକି ଅତ୍ୟାବଶ୍ୟକ? (୪) କେଉଁ ପରିସ୍ଥିତି ଆମ ପାଇଁ ପ୍ରତିଦିନ ଭାଗ ନେବାରେ ଆସୁବିଧା ସୃଷ୍ଟି କରିପାରେ? (୫) ଆମେ ଧର୍ଯ୍ୟବାନ ହେବା ପାଇଁ କିପରି ସାହାଯ୍ୟ ପାଇ ପାରିବା? (୬) ଆମେ ଆମ ଜୋତିକୁ ବିକଶତ କରାଇଲେ କିପରି ଆଶିଷ ପାଇ ପାରିବା? (୭) ଲୋକମାନଙ୍କ ସହିତ ସମ୍ପର୍କ ରଖି ଆମେ ସଫଳତା ପାଇବା ପାଇଁ କʼଣ କରିପାରିବା? ଯେତେବେଳେ ରାସ୍ତାରେ ସାକ୍ଷଦାନ କରୁ କିମ୍ବା ଦୋକାନ ଦୋକାନ ବୁଲି କାମ କରିବା ସମୟରେ କିପରି ଉପଭୋଗ କରୁ. ତାହା ତିନିଜଣ କିମ୍ବା ଚାରିଜଣ ପ୍ରକାଶକଙ୍କ ଉଦାହରଣ ଦ୍ୱାରା ସଚିତ୍ରିତ କରନ୍ତୁ ।

ଗୀତ ୧୩୬ ଏବଂ ଶେଷ ପ୍ରାର୍ଥନା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ