ନଭେମ୍ବର ମାସ ପାଇଁ ପରିଚର୍ଯ୍ୟା ସଭାଗୁଡ଼ିକ
ନଭେମ୍ବର ୩ ରୁ ଆରମ୍ଭ ଦେବା ସପ୍ତାହ
ଗୀତ ୪୮
୧୦ ମି: ସ୍ଥାନୀୟ ଘୋଷଣାବଳୀ । ଆମର ରାଜ୍ୟ ପରିଚର୍ଯ୍ୟାରୁ ନିର୍ବାଚିତ ଘୋଷଣାବଳୀ । ଦେଶ ଏବଂ ସ୍ଥାନୀୟ ମଣ୍ଡଳୀର ଜୁଲାଇ ମାସ ପାଇଁ କ୍ଷେତ୍ର ପରିଚର୍ଯ୍ୟା ରିପୋର୍ଟ ଉପରେ ମନ୍ତବ୍ୟ ଦିୟନ୍ତୁ ।
୧୫ ମି: “ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇଅଛି ।” ସ୍ରୋତାମାନଙ୍କ ଆଲୋଚନା ସହିତ ପ୍ରଚୀନଙ୍କ ବକ୍ତବ୍ୟ । ଯେଉଁମାନେ ପ୍ରଚାର କାର୍ଯ୍ୟରେ ଅଧିକ ଭାଗ ନେଇପାରିବେ, ସେମାନଙ୍କୁ ଉତ୍ସାହିତ କରନ୍ତୁ । ଅଗଷ୍ଟ ୧୫, ୧୯୮୮, ପ୍ରହରୀଦୁର୍ଗ (ଇଂଗ୍ରାଜୀ) ପୃଷ୍ଠା ୨୨ ରେ ଦିଆଯାଇଥିବା ଉପଦେଶକୁ ଅନ୍ତର୍ଭୁକ୍ତ କରନ୍ତୁ ।
୨୦ ମି: “ରାଜ୍ୟ ସମାଚାରର ଉତ୍ସାହକୁ ଅନୁସରଣ କରନ୍ତୁ ।” ପ୍ରଶ୍ନ ଏବଂ ଉତ୍ତର । ପରିଚ୍ଚେଦ ୬ ରେ ଦିଆଯାଇଥିବା ଉପସ୍ଥାପନାକୁ ପ୍ରଦର୍ଶନ କରନ୍ତୁ । ସେମନଙ୍କ ଭିତରୁ ଗୋଟିକରେ ବାଇବଲ ଅଧ୍ୟୟନର ଆରମ୍ଭ ବିଷୟରେ ଦେଖାନ୍ତୁ ।
ଗୀତ ୧୪୪ ଏବଂ ଶେଷ ପ୍ରାର୍ଥନା ।
ନଭେମ୍ବର ୧୦ ରୁ ଆରମ୍ଭ ହେବା ସପ୍ତାହ ।
ଗୀତ ୫୧
୧୦ ମି: ସ୍ଥାନୀୟ ଘୋଷଣାବଳୀ । ହିସାବ ତାଲିକା । ରାଜ୍ୟ ସମାଚାର କ୍ରମିକ ନମ୍ବର ୩୫ ସହିତ କେଉଁ କ୍ଷେତ୍ର ସମାପ୍ତ କରିବାକୁ ବାକି ଅଛ, ତାହା ମଣ୍ଡଳୀକୁ ଜଣାନ୍ତୁ । ଏହି ବିଶେଷ ଅଭିଜାନର ଶେଷ ସପ୍ତାହରେ ସମ୍ପୂର୍ଣ୍ଣରୂପେ ଭାଗନେବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ।
୧୫ ମି: ସ୍ଥାନୀୟ ଘୋଷଣାବଳୀ ।
୨୦ ମି: “ଅବିଶ୍ୱାସୀ ବିବାହ ସାଥୀମାନଙ୍କୁ ସାହାଯ୍ୟ କରନ୍ତୁ ।” ଦୁଇ ଜଣ ପ୍ରାଚୀନଙ୍କ ମଧ୍ୟରେ ଆଲୋଚନା ହେବ, ଯେଉଁମାନେ ନିଜେ ଅବିଶ୍ୱାସୀ ବିବାହ ସାଥୀମାନଙ୍କ ସହିତ ସମ୍ପର୍କ ବାଢ଼ାଇବାରେ ଚିନ୍ତିତ । ମେ, ୧୫, ୧୯୮୯, ପ୍ରହରୀଦୁର୍ଗ (ଇଂଗ୍ରାଜୀ) ପୃଷ୍ଠା ୧୭–୧୮, ପରିଚ୍ଚେଦ ୬-୯ ରେ ଦିଆଯାଇଥିବା ପ୍ରସ୍ତାବ ବିଷୟରେ ସେମାନେ ବିବେଚନା କରିବେ । ଅକ୍ଟୋବ ୧, ୧୯୯୫, ପ୍ରହରୀଦୁର୍ଗ (ଇଂଗ୍ରାଜୀ), ପୃଷ୍ଠା ୧୦-୧୧, ପରିଚ୍ଚେଦ ୧୧-୧୨ ରେ ଦିଆଯାଇଥିବା ଅନୁଭବକୁ ଅନ୍ତର୍ଭୁକ୍ତ କରନ୍ତୁ ।
ଗୀତ ୧୪୮ ଏବଂ ଶେଷ ପ୍ରାର୍ଥନା ।
ନଭେମ୍ବର ୧୭ ରେ ଆରମ୍ଭ ହେବା ସପ୍ତାହ ।
ଗୀତ ୫୩
୧୦ ମି: ସ୍ଥାନୀୟ ଘୋଷଣାବଳୀ । ରାଜ୍ୟ ସମାଚାରର କ୍ରମିକ ନମ୍ବର ୩୫ ର ଅଭିଜାନର ସ୍ଥାନୀୟ ଅନୁଭୁତି ସମ୍ପର୍କରେ କିଛି କୁହନ୍ତୁ ।
୧୫ ମି: “ଇନଣ୍ଟରନେଟ୍ ମାଧ୍ୟମରେ ସୁସମାଚାର ।” ଜୁଲାଇ ୨୨, ୧୯୯୭, ସଜାଗ ରହନୁ ! (ଇଂଗ୍ରାଜୀ) ମ୍ୟାଗାଜିନରେ ଦିଆଯାଇଥିବା ସୂଚନାକୁ ବ୍ୟବହାର କରି ଏହି ଅନୁଚ୍ଛେଦଟିକୁ ବୁଝାନ୍ତୁ । ମୁକ୍ଷ ବିଷୟକୁ ସ୍ପଷ୍ଟ କରନ୍ତୁ ଏବଂ ସୁସମାଚାର ସହିତ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ପ୍ରତ୍ୟେକ ନ୍ୟାୟସଙ୍ଗତ ମାଧ୍ୟମକୁ ଉପଯୋଗ କରିବା ଆମର ଇଚ୍ଛା ।
୨୦ ମି: ଏହି ଅତୁଳନୀୟ ଅବସରରୁ ଲାଭ ଉଠାନ୍ତୁ ! ନଭେମ୍ବର ୧୫, ୧୯୯୬, ପ୍ରହରିଦୁର୍ଗ (ଇଂଗ୍ରଜୀ) ପୃଷ୍ଠା ୨୧-୩ ରୁ ଆଧାରିତ ଗୋଟିଏ ବକ୍ତବ୍ୟ ।
ଗୀତ ୧୫୧ ଏବଂ ଶେଷ ପ୍ରାର୍ଥନା
ନଭେମ୍ବର ୨୪ ରେ ଆରମ୍ବ ହେବା ସପ୍ତାହ
ଗୀତ ୫୬
୧୦ ମି: ସ୍ଥାନୀୟ ଘୋଷଣାବଳୀ । “ଚୌରଙ୍ଗୀ ମୁଦ୍ରଣ ଯନ୍ତ୍ର,” ବସ୍କଟିକୁ ଆଲୋଚନା କରନ୍ତୁ ।
୧୫ ମି: ମଣ୍ଡଳୀର ପୁସ୍ତକ ଅଧ୍ୟୟନରେ ଭଲ ବ୍ୟବହାର । ଯେଉଁ ପରିବାରଗୁଡ଼ିକ ପୁସ୍ତକ ଅଧ୍ୟୟନ ପାଇଁ ସେମାନଙ୍କ ଘରେ ସୁବିଧା ଦିୟନ୍ତି, ଆମେ ସେହି ପରିବାରଗୁଡ଼ିକର ଆତିଥ୍ୟକୁ ମୂଲ୍ୟାଙ୍କନ କରୁ । ବିବେଚନାତ୍ମକ ପ୍ରସ୍ତୁତି ଏବଂ ଅସୁବିଧା ଏଠାରେ ହୋଇପାରେ । ଆମେ ସେଠାରେ ଉପସ୍ଥିତ ହେବା ସମୟରେ ଭଲ ବ୍ୟବହାର, ସମ୍ମାନ ଏବଂ ସୁବିବେଚନା ଦେଖାଇବା ଉଚିତ, ଯାହା ନିମ୍ନଲିଖିତ ଉକ୍ତରେ ସମ୍ମିଳିତ: (୧) ଆମେ ଯତ୍ନସହକାରେ ଆମର ପାଦକୁ ପୋଛିବା ଉଚିତ କିମ୍ବା ଯଦି ଏହା ଗୋଟିଏ ପ୍ରଥା ହୋଇଥାଏ, ତେବେ ଯୋତା ବାହାରକରି ଦେବା ଉଚିତ ଯଦ୍ୱାକି ଚଠାଣ କିମ୍ବା ସତରଞ୍ଜି ମଳିନ ନ ହୁଏ । (୨) ପିତମାତା ସେମାନଙ୍କ ପିଲାମାନଙ୍କୁ ଆୟତ କରିବା ଦରକାର, ସେମାନେ ନିଶ୍ଚିତ ହେବା ଦରକାର ଯେ ସେମାନଙ୍କ ପିଲାମାନେ ସୁସ୍ଥିର ହୋଇ ପୁସ୍ତକ ଅଧ୍ୟୟନ ହେଉଥିବା ସ୍ଥାନରେ ବସିବା ଉଚିତ । (୩) ଯଦିଓ ଦଳ ଛୋଟ ଓ ପରିସ୍ଥିତ ଅନୁପ୍ରଚାରିକ ହୋଇପାରେ ତଥାପି ଏହା ଏକ ମଣ୍ଡଳୀର ସଭା, ତେଣୁ ଆମେ ରାଜ୍ୟ ଗୃହକୁ ଜିବା ସମୟରେ ଯେପରି ପୋଷାକ ପିନ୍ଧୁ ସେପରି ପୋଷାକ ପିନ୍ଧିବା ଉଚିତ । (୪) ସଭା ପରେ ସଙ୍ଘକୁ ଛୋଟ କରିବା ଉଚିତ ଯଦ୍ୱାକି ଗୃହସ୍ଥ ତାʼର ନିଜ ସମୟ ବିତାଇ ପାରିବ । (୫) ଯେଉଁଠାରେ ଅଧ୍ୟୟନ ହେଉଅଛି ଗୃହସ୍ଥ ବେଳେବେଳେ ଅଧ୍ୟୟନ ପରେ କିଛି ଜଳଯୋଗାଣର ବ୍ୟବସ୍ଥା କରିପାରେ, କିନ୍ତୁ ସମସ୍ତେ ବୁଝିବା ଉଚିତ ଯେ ଏହା ଅଶା କରିବା କିମ୍ବା ଚାହିଁବା ଉଚିତ ନୁହେଁ ।
୨୦ ମି: ଶିଷ୍ୟ ଗଠନ କରି ସେମାନଙ୍କୁ ଶିକ୍ଷା ଦିୟନ୍ତୁ । ତିନି କିମ୍ବା ଚାରିଜଣ ପ୍ରକାଶକମାନଙ୍କ ଗୋଟିଏ ଦଳ ସହିତ ପ୍ରାଚୀନ ଆଲୋଚନା ସଞ୍ଚାଳନ କରିବେ, ଆମ ପରିଚର୍ଯ୍ୟା (ଇଂଗ୍ରାଜୀ) ପୁସ୍ତକ, ପୃଷ୍ଠା ୮୮-୯୨ ଉପରେ ଆଧାରିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯିବ: (୧) ଗୋଟିଏ ପ୍ରଭାବଶାଳୀ ପରିଚର୍ଯ୍ୟା ପାଇଁ ପୁନର୍ସାକ୍ଷାତ କରିବା କାହିକିଁ ଅତ୍ୟାବଶ୍ୟକ? କିପରି ଜଣେ ପୁନର୍ସାକ୍ଷାତ କାମର ଆହ୍ୱାନକୁ ମୁକାବିଲା କରିପାରିବ? (୨) ବାଇବଲ ଅଧ୍ୟୟନ ଉପରେ ଆମେ କାହିକିଁ ଏତେ ଗୁରୁତ୍ୱ ଦେବା? ଅଧ୍ୟୟନ ସଞ୍ଚାଳନ କରିବାରେ ଆମେ କପରି ଦକ୍ଷ ହୋଇପାରିବା? (୩) ଛାତ୍ରମାନଙ୍କୁ ସଂସ୍ଥାଆଡ଼କୁ ସଂଞ୍ଚାଳିତ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ? ଆମେ କିପରି ଏହା କରିପାରିବା? ଏହି ପ୍ରକାଶକ କହୁଅଛନ୍ତି ଯେ ସେମାନେ ସାପ୍ରତିକ ଆମ ରାଜ୍ୟ ପରିଚର୍ଯ୍ୟାର ସମ୍ମିଳିତ ଅନ୍ତପତ୍ର ସେମାନଙ୍କୁ ସେହି କ୍ଷେତ୍ରମାନଙ୍କରେ କିପରି ସାହାଯ୍ୟ କରିଥିଲା ଯାହା ଜୁନ ୧୯୯୬ ଏବଂ ମାର୍ଚ୍ଚ ଓ ଏପ୍ରିଲ ୧୯୯୭ ରେ ଦିଆଯାଇଛି ।
ଗୀତ ୧୬୦ ଏବଂ ଶେଷ ପ୍ରାର୍ଥନା ।