ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ସେପ୍ଟେମ୍ବର ପୃଷ୍ଠା ୨
  • ୪-୧୦ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୪-୧୦ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ସେପ୍ଟେମ୍ବର ପୃଷ୍ଠା ୨

୪-୧୦ ସେପ୍ଟେମ୍ବର

ଯିହିଜିକଲ ୪୨-୪୫

  • ଗୀତ ୨୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଗଲା!”: (୧୦ ମି.)

    • ଯିହି ୪୩:୧୦-୧୨—ମନ୍ଦିରର ଦର୍ଶନ ଏଥିପାଇଁ ଦିଆଯାଇଥିଲା, କାରଣ ବନ୍ଦୀ ଥିବା ଯିହୁଦୀମାନେ ମନ ପରିବର୍ତ୍ତନ କରିବା ପାଇଁ ପ୍ରେରଣା ପାଇଥାʼନ୍ତେ ଏବଂ ସେମାନଙ୍କୁ ପ୍ରତିଶ୍ରୁତି ମିଳିଥାʼନ୍ତା ଯେ ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଯିବ (ପ୍ର୯୯-HI ୩/୧ ୯ ¶୩; ଇନସାଇଟ୍‌-୨ ୧୦୮୨ ¶୨)

    • ଯିହି ୪୪:୨୩—ଯାଜକମାନେ ଲୋକମାନଙ୍କୁ “ଅଶୁଚି ଓ ଶୁଚିର ପ୍ରଭେଦ” ଶିଖାଇଥାʼନ୍ତେ

    • ଯିହି ୪୫:୧୬—ଲୋକେ ଯିହୋବାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ଅଧିପତିମାନଙ୍କୁ ସହଯୋଗ କରିଥାʼନ୍ତେ (ପ୍ର୯୯-HI ୩/୧ ୧୦ ¶୧୦)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯିହି ୪୩:୮, ୯—ଇସ୍ରାଏଲୀୟମାନେ କିପରି ଈଶ୍ୱରଙ୍କ ନାମର ଅପମାନ କଲେ? (ଇନସାଇଟ୍‌-୨ ୪୬୭ ¶୪)

    • ଯିହି ୪୫:୯, ୧୦—ଯେଉଁମାନେ ଯିହୋବାଙ୍କ ମଞ୍ଜୁରି ପାଇବାକୁ ଚାହାନ୍ତି, ସେମାନଙ୍କଠାରୁ ଯିହୋବା କʼଣ ଆଶା କରନ୍ତି? (ଇନସାଇଟ୍‌-୨ ୧୪୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯିହି ୪୪:୧-୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଏ ମାସରେ ପ୍ରକାଶନ ଦେବାର ପ୍ରସ୍ତୁତି କରନ୍ତୁ: (୧୫ ମି.) “ପ୍ରକାଶନ କିପରି ଦେବା” ଉପରେ ଆଲୋଚନା। ପ୍ରକାଶନ ଦେବାର ଭିଡିଓଗୁଡ଼ିକ ଦେଖାନ୍ତୁ। ପ୍ରତ୍ୟେକ ଭିଡିଓ ଦେଖାଇବା ପରେ ତାʼର କିଛି ମୁଖ୍ୟ ବିଷୟ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୩

  • “ଶୁଦ୍ଧ ଉପାସନା ଆପଣଙ୍କ ପାଇଁ କାହିଁକି ବହୁମୂଲ୍ୟ?”: (୧୫ ମି.) ଆଲୋଚନା।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୪ ଅଧ୍ୟା. ¶୧୮-୨୧, ୨୪୯ ପୃଷ୍ଠାର ବକ୍ସ

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୫୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ