ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଫେବୃୟାରୀ ପୃଷ୍ଠା ୨
  • ୫-୧୧ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୫-୧୧ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଫେବୃୟାରୀ ପୃଷ୍ଠା ୨

୫-୧୧ ଫେବୃୟାରୀ

ମାଥିଉ ୧୨-୧୩

  • ଗୀତ ୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ”: (୧୦ ମି.)

    • ମାଥି ୧୩:୨୪-୨୬—ଜଣେ ବ୍ୟକ୍ତି ନିଜ କ୍ଷେତରେ ଭଲ ବିହନ ବୁଣିଲେ, କିନ୍ତୁ ତାଙ୍କ ଶତ୍ରୁ ଆସି ସେହି କ୍ଷେତରେ ବାଳୁଙ୍ଗା ବୁଣିଦେଲା (ପ୍ର୧୩-ହି ୭/୧୫ ୯-୧୦ ¶୨-୩)

    • ମାଥି ୧୩:୨୭-୨୯—ଶସ୍ୟ କାଟିବାର ସମୟ ଆସିବା ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ିଲା (ପ୍ର୧୩-ହି ୭/୧୫ ୧୦ ¶୪)

    • ମାଥି ୧୩:୩୦—ଶସ୍ୟ କାଟିବା ସମୟରେ କଟାଳିମାନେ ଆଗେ ବାଳୁଙ୍ଗା ଏକାଠି କଲେ ଏବଂ ତାʼପରେ ଗହମକୁ ଅମାରରେ ସଂଗ୍ରହ କରି ରଖିଲେ (ପ୍ର୧୩-ହି ୭/୧୫ ୧୨ ¶୧୦-୧୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୧୨:୨୦—ଆମେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ କିପରି କରୁଣା ଦେଖାଇପାରିବା? (“ସଧୂମ ସଳିତା” ଅଧ୍ୟୟନ ବାଇବଲ—ମାଥି ୧୨:୨୦ ଅଧ୍ୟୟନ ତଥ୍ୟ)

    • ମାଥି ୧୩:୨୫—ପ୍ରାଚୀନ ସମୟରେ କʼଣ ବାସ୍ତବରେ ଲୋକେ ଅନ୍ୟମାନଙ୍କ କ୍ଷେତରେ ବାଳୁଙ୍ଗା ବିହନ ବୁଣି ଦେଉଥିଲେ? (ପ୍ର୧୬.୧୦-ହି ୩୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୧୨:୧-୨୧

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ପୃ. ୨୨-୨୩ ¶୧୦-୧୨

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୪

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • “ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ଏବଂ ସେଗୁଡ଼ିକରୁ ମିଳୁଥିବା ଶିକ୍ଷା”: (୧୦ ମି.) ଆଲୋଚନା। ଯଦି ଏହି ଦୃଷ୍ଟାନ୍ତଗୁଡ଼ିକ ଉପରେ ଆମେ ଧ୍ୟାନ ଦେବା, ତେବେ ପ୍ରଚାର ସେବା ପ୍ରତି ଆମର ଦୃଷ୍ଟିକୋଣ କିପରି ହେବା ଉଚିତ୍‌?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ଉପକ୍ରମ ଓ ପାଠ ୧ ¶୧-୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ