ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଫେବୃୟାରୀ ପୃଷ୍ଠା ୨
  • ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ଏବଂ ସେଗୁଡ଼ିକରୁ ମିଳୁଥିବା ଶିକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ଏବଂ ସେଗୁଡ଼ିକରୁ ମିଳୁଥିବା ଶିକ୍ଷା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଫେବୃୟାରୀ ପୃଷ୍ଠା ୨

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ଏବଂ ସେଗୁଡ଼ିକରୁ ମିଳୁଥିବା ଶିକ୍ଷା

ଯୀଶୁ ଖ୍ରୀଷ୍ଟ ଗଭୀର ଆଧ୍ୟାତ୍ମିକ ବିଷୟଗୁଡ଼ିକୁ ବୁଝାଇବା ପାଇଁ ସରଳ ଦୃଷ୍ଟାନ୍ତଗୁଡ଼ିକ ବ୍ୟବହାର କରୁଥିଲେ। କିନ୍ତୁ, କେବଳ ନମ୍ର ଲୋକମାନେ ସେହି ଦୃଷ୍ଟାନ୍ତଗୁଡ଼ିକର ଅର୍ଥ ଜାଣିବା ପାଇଁ ଇଚ୍ଛା କଲେ ଏବଂ ସେଗୁଡ଼ିକରୁ ମିଳୁଥିବା ଶିକ୍ଷାକୁ ଲାଗୁ କଲେ। (ମାଥି ୧୩:୧୦-୧୫) ତଳେ ଦିଆଯାଇଥିବା ପ୍ରତ୍ୟେକ ଦୃଷ୍ଟାନ୍ତ ବିଷୟରେ ନିଜକୁ ପଚାରନ୍ତୁ: ମୁଁ ଏହି ଦୃଷ୍ଟାନ୍ତରୁ କିପରି ଲାଭ ପାଇପାରିବି? ଏହା ମୋ ଜୀବନକୁ କିପରି ପ୍ରଭାବିତ କରିବା ଉଚିତ୍‌?

ସ୍ୱର୍ଗରାଜ୍ୟ . . .

  • “ଗୋଟିଏ ସୋରିଷଦାନା ପରି।”—ମାଥି ୧୩:୩୧, ୩୨; ପ୍ର୧୪-ହି ୧୨/୧୫ ୮ ¶୯.

  • “ଖମୀର ସଦୃଶ।”—ମାଥି ୧୩:୩୩; ପ୍ର୧୪-ହି ୧୨/୧୫ ୯-୧୦ ¶୧୪-୧୫.

  • “ଧନ” ଓ “ଜଣେ ବଣିକ ସଦୃଶ।”—ମାଥି ୧୩:୪୪-୪୬; ପ୍ର୧୪-ହି ୧୨/୧୫ ୧୦ ¶୧୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ