ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁନ୍‌ ପୃଷ୍ଠା ୬
  • ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଧାର୍ମିକତାକୁ ପ୍ରେମ କର ଓ ଅଧାର୍ମିକତାକୁ ଘୃଣା କର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • “ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁନ୍‌ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୪-୫

ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ

ଶୟତାନ ଆମ ହୃଦୟରେ ଭୁଲ୍‌ ଇଚ୍ଛାଗୁଡ଼ିକୁ ଜାଗ୍ରତ କରିବାକୁ ଚେଷ୍ଟା କରେ, କାରଣ ସେ ଚାହେଁ ଯେ ଯିହୋବାଙ୍କ ସହିତ ଆମ ସମ୍ପର୍କ ତୁଟିଯାଉ। ଏହା ପାଇଁ ସେ ପ୍ରତ୍ୟେକ ବ୍ୟକ୍ତିର ଦୁର୍ବଳତା ଓ ପରିସ୍ଥିତିକୁ ଦେଖି ଭିନ୍ନ ଭିନ୍ନ ଉପାୟ ଆପଣାଇଥାଏ।

ଶୟତାନର ତିନୋଟି ପ୍ରଲୋଭନକୁ ବିରୋଧ କରିବା ପାଇଁ ଯୀଶୁ କʼଣ ବ୍ୟବହାର କଲେ? (ଏବ୍ରୀ ୪:୧୨; ୧ଯୋହ ୨:୧୫, ୧୬) ମୁଁ କିପରି ଯୀଶୁଙ୍କୁ ଅନୁକରଣ କରିପାରିବି?

  • ୪:୧-୪

    “ଶାରୀରିକ ଅଭିଳାଷ”

  • ୪:୫-୮

    “ଚକ୍ଷୁର ଅଭିଳାଷ”

  • ୪:୯-୧୨

    “ଲୌକିକ ଗର୍ବ”

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ