ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁନ୍‌ ପୃଷ୍ଠା ୬
  • ୨୫ ଜୁନ୍‌–୧ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫ ଜୁନ୍‌–୧ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁନ୍‌ ପୃଷ୍ଠା ୬

୨୫ ଜୁନ୍‌–୧ ଜୁଲାଇ

ଲୂକ ୪-୫

  • ଗୀତ ୧୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ”: (୧୦ ମି.)

    • ଲୂକ ୪:୧-୪—ଯୀଶୁ ଶାରୀରିକ ଅଭିଳାଷ ଆଗରେ ମୁଣ୍ଡ ନୁଆଁଇଲେ ନାହିଁ (ପ୍ର୧୩-ହି ୮/୧୫ ୨୫ ¶୮)

    • ଲୂକ ୪:୫-୮—ଯୀଶୁ ଚକ୍ଷୁର ଅଭିଳାଷର ପ୍ରଲୋଭନରେ ପଡ଼ିଲେ ନାହିଁ (ପ୍ର୧୩-ହି ୮/୧୫ ୨୫ ¶୧୦)

    • ଲୂକ ୪:୯-୧୨—ଯୀଶୁ ଲୌକିକ ଗର୍ବ ଦେଖାଇବାର ପ୍ରଲୋଭନରେ ପଡ଼ିଲେ ନାହିଁ [ମନ୍ଦିର ଛାତର ଛେଦାବାଡ଼ ନାମକ ଭିଡିଓ ଦେଖାନ୍ତୁ।] (ଅଧ୍ୟୟନ ବାଇବଲ—ଭିଡିଓ; ପ୍ର୧୩-ହି ୮/୧୫ ୨୬ ¶୧୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୪:୧୭—ଆମେ କିପରି ଜାଣୁ ଯେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ବାକ୍ୟ ସହ ଭଲ ଭାବେ ପରିଚିତ ଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଲୂକ ୪:୨୫—ଏଲୀୟଙ୍କ ଦିନରେ କେତେ ସମୟ ପର୍ଯ୍ୟନ୍ତ ଦୁର୍ଭିକ୍ଷ ପଡ଼ିଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୪:୩୧-୪୪

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ JW.ORG ସମ୍ପର୍କ କାର୍ଡ଼ ଦିଅନ୍ତୁ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଯିହୋବାଙ୍କ ଇଚ୍ଛା ପାଠ ୨୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୭

  • “ସୋଶିଆଲ୍‌ ମିଡିଆର ବିପଦଠାରୁ ଦୂରେଇ ରହନ୍ତୁ”: (୧୫ ମି.) ଆଲୋଚନା। ସୋଶିଆଲ୍‌ ମିଡିଆ—ଟିକେ ସାବଧାନ! (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୧ ¶୪-୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ