ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ସେପ୍ଟେମ୍ବର ପୃଷ୍ଠା ୩
  • ୧୦-୧୬ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୦-୧୬ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ସେପ୍ଟେମ୍ବର ପୃଷ୍ଠା ୩

୧୦-୧୬ ସେପ୍ଟେମ୍ବର

ଯୋହନ ୩-୪

  • ଗୀତ ୧୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁ ଏକ ଶମିରୋଣୀୟା ସ୍ତ୍ରୀକୁ ସାକ୍ଷ୍ୟ ଦେଲେ”: (୧୦ ମି.)

    • ଯୋହ ୪:୬, ୭—ଯଦିଓ ଯୀଶୁ ଥକି ଯାଇଥିଲେ, ତଥାପି ସେ ଏକ ଶମିରୋଣୀୟା ସ୍ତ୍ରୀ ସହ କଥାବାର୍ତ୍ତା ଆରମ୍ଭ କଲେ (ଅଧ୍ୟୟନ ବାଇବଲ—ଯୋହ ୪:୬ ଅଧ୍ୟୟନ ତଥ୍ୟ)

    • ଯୋହ ୪:୨୧-୨୪—ଯୀଶୁ ସୁଯୋଗ ଦେଖି କଥା ହୋଇଥିବା ଯୋଗୁଁ ସେ ଭଲ ଭାବେ ସାକ୍ଷ୍ୟ ଦେଇପାରିଲେ

    • ଯୋହ ୪:୩୯-୪୧—ପରିଣାମସ୍ୱରୂପ ଅନେକ ଶମିରୋଣୀୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋହ ୩:୨୯—ଏହି ପଦରୁ ଆମେ କʼଣ ଶିଖୁ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଯୋହ ୪:୧୦—ଯେତେବେଳେ ଯୀଶୁ “ଜୀବନ୍ତ ଜଳ” ବୋଲି କହିଲେ, ଶମିରୋଣୀୟା ସ୍ତ୍ରୀଟି ହୁଏତ କʼଣ ବୁଝିଥିବ? କିନ୍ତୁ ଯୀଶୁ କʼଣ କହିବାକୁ ଚାହୁଁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋହ ୪:୧-୧୫

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ରସ୧୬.୨-ଇଂ ୯ ¶୧-୪—ବିଷୟବସ୍ତୁ: ଯୋହନ ୪:୨୩ ପଦର ଅର୍ଥ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୭

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ସାକ୍ଷ୍ୟ ଦେବା ପାଇଁ କଥାବାର୍ତ୍ତା ଆରମ୍ଭ କରିବାରେ”: (୧୫ ମି.) ଆଲୋଚନା । ଏହାର ଶେଷରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଯେପରି ଚଳିତ ସଯ୍ତାହରେ ଅତି କମ୍‌ରେ ଜଣକ ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ସଯ୍ତାହ ମଝିରେ ହେଉଥିବା ପରବର୍ତ୍ତୀ ସଭାରେ ପ୍ରଚାରକମାନେ ନିଜ ଅନୁଭୂତି କହିପାରିବେ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ