ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ସେପ୍ଟେମ୍ବର ପୃଷ୍ଠା ୬
  • ୨୪-୩୦ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୪-୩୦ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ସେପ୍ଟେମ୍ବର ପୃଷ୍ଠା ୬

୨୪-୩୦ ସେପ୍ଟେମ୍ବର

ଯୋହନ ୭-୮

  • ଗୀତ ୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁ ନିଜ ପିତାଙ୍କର ମହିମା କଲେ”: (୧୦ ମି.)

    • ଯୋହ ୭:୧୫-୧୮—ଯେତେବେଳେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ପାଇଁ ପ୍ରଶଂସା କରାଗଲା, ସେ ଏହାର ଶ୍ରେୟ ଯିହୋବାଙ୍କୁ ଦେଲେ [ଅନୁଗମନ କର (ହିନ୍ଦୀ) ୧୦୦-୧୦୧ ¶୫-୬]

    • ଯୋହ ୭:୨୮, ୨୯—ଯୀଶୁ କହିଲେ ଯେ ସେ ଈଶ୍ୱରଙ୍କଠାରୁ ଉତ୍ପନ୍ନ । ଏହା ଦେଖାଏ ଯେ ସେ ଯିହୋବାଙ୍କ ଅଧୀନରେ ଥିଲେ

    • ଯୋହ ୮:୨୯—ଯୀଶୁ କହିଲେ ଯେ ସେ ସର୍ବଦା ଏପରି କାମ କରନ୍ତି, ଯେଉଁଥିରୁ ଯିହୋବାଙ୍କୁ ସନ୍ତୋଷ ମିଳେ (ପ୍ର୧୧-ହି ୩/୧୫ ୧୧ ¶୧୯)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋହ ୭:୮-୧୦—କʼଣ ଯୀଶୁ ତାଙ୍କ ଅବିଶ୍ୱାସୀ ଭାଇମାନଙ୍କୁ ମିଛ କହିଥିଲେ? (ପ୍ର୦୭-ହି ୨/୧ ୬ ¶୪)

    • ଯୋହ ୮:୧୨—ଯୀଶୁ କିଭଳି ଭାବେ “ଜଗତର ଜ୍ୟୋତି” ଅଟନ୍ତି? (ପ୍ର୦୯-ହି ୭/୧୫ ୫ ¶୧୨; ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋହ ୮:୩୧-୪୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ରେମରେ ସ୍ଥିର (ହିନ୍ଦୀ) ୯-୧୦ ¶୧୦-୧୧

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୨

  • “ଯୀଶୁଙ୍କ ଭଳି ନମ୍ରତା ଦେଖାନ୍ତୁ”: (୧୫ ମି.) ଆଲୋଚନା । ପ୍ରତ୍ୟେକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୫୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ