ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୨
  • ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଯୀଶୁ ଶାଉଲଙ୍କୁ ବାଛିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଦାଉଦ ଓ ଶାଉଲ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୨
ଶାଉଲଙ୍କ ଚାରିଆ ଆକାଶରୁ ଆଲୋକ ଚମକୁଛି ଏବ ସେ ଇରେ ପଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୯-୧୧

ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ

୯:୧୫, ୧୬, ୨୦-୨୨

ଶାଉଲ ଯାହା ଶିଖିଲେ, ତାʼ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେଲେ । ଅନ୍ୟମାନେ ଆଦୌ ପ୍ରଭାବିତ ନ ହେବା ସତ୍ତ୍ୱେ ଶାଉଲ କାହିଁକି ଏତେ ପ୍ରଭାବିତ ହେଲେ? କାରଣ ସେ ମନୁଷ୍ୟମାନଙ୍କ ଅପେକ୍ଷା ଈଶ୍ୱରଙ୍କୁ ଅଧିକ ଭୟ କରୁଥିଲେ ଏବଂ ଖ୍ରୀଷ୍ଟ ତାଙ୍କ ପ୍ରତି ଯେଉଁ ଦୟା ଦେଖାଇଥିଲେ ତାʼ ପାଇଁ ସେ ବହୁତ କୃତଜ୍ଞ ଥିଲେ । ଯଦି ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ବାଯ୍ତିସ୍ମ ନେଇ ନାହାନ୍ତି, ତେବେ କʼଣ ଆପଣ ମଧ୍ୟ ଶାଉଲଙ୍କ ଭଳି ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବେ?

ଆପଣ ଜାଣନ୍ତି କି?

ଯିହୁଦୀମାନେ ନ୍ୟାୟ ସହ ଜଡ଼ିତ ନିଜ ମାମଲାଗୁଡ଼ିକୁ ନିଜେ ସମାଧାନ କରିବା ପାଇଁ ରୋମୀୟ ସରକାରଠାରୁ ଅଧିକାର ପାଇଥିଲେ । ଏହା ବ୍ୟତୀତ, ପ୍ରତ୍ୟେକ ଜାଗାରେ ରହୁଥିବା ଯିହୁଦୀମାନଙ୍କ ପାଇଁ କʼଣ ଠିକ୍‌ ଓ କʼଣ ଭୁଲ୍‌, ତାହା ନିର୍ଣ୍ଣୟ କରିବାର ଅଧିକାର ମହାସଭା ଓ ମହାଯାଜକଙ୍କ ପାଖରେ ଥିଲା । ତେଣୁ ସେମାନେ ଶାଉଲଙ୍କୁ ଏହି ଅଧିକାର ଦେଇପାରିଲେ ଯେ ସେ ଖ୍ରୀଷ୍ଟିୟାନ ହୋଇଯାଇଥିବା ଯିହୁଦୀମାନଙ୍କୁ ବନ୍ଦୀ କରନ୍ତୁ । ଏପରିକି ଦାମାସ୍‌କସ୍‌ ଭଳି ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଗିରଫ କରିବାର ଅଧିକାର ସେ ପାଇଥିଲେ ।

ଦାମାସ୍‌କସ୍‌ ଓ ଯିରୂଶାଲମର ମାନଚିତ
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ