ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୩
  • ୧୦-୧୬ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୦-୧୬ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୩

୧୦-୧୬ ଡିସେମ୍ବର

ପ୍ରେରିତ ୧୨-୧୪

  • ଗୀତ ୧୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବର୍ଣ୍ଣବ୍‌ବା ଓ ପାଉଲ ଦୂରଦୂରାନ୍ତ ଅଞ୍ଚଳରେ ଶିଷ୍ୟ କଲେ”: (୧୦ ମି.)

    • ପ୍ରେରି ୧୩:୨, ୩—ଯିହୋବା ଏକ ବିଶେଷ କାମ ପାଇଁ ବର୍ଣ୍ଣବ୍‌ବା ଓ ଶାଉଲଙ୍କୁ ବାଛିଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୮୬ ¶୪]

    • ପ୍ରେରି ୧୩:୧୨, ୪୮; ୧୪:୧—ସେମାନଙ୍କ କଠିନ ପରିଶ୍ରମର ଭଲ ଫଳ ମିଳିଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୯୫ ¶୫]

    • ପ୍ରେରି ୧୪:୨୧, ୨୨—ବର୍ଣ୍ଣବ୍‌ବା ଓ ପାଉଲ ନୂଆ ଶିଷ୍ୟମାନଙ୍କର ସାହସ ବାନ୍ଧିଲେ (ପ୍ର୧୪-ହି ୯/୧୫ ୧୩ ¶୪-୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୧୨:୨୧-୨୩—ହେରୋଦଙ୍କ ସହ ଯାହା ଘଟିଲା, ସେଥିରୁ ଆମେ କʼଣ ଶିଖୁ? (ପ୍ର୦୮-ହି ୫/୧୫ ୩୨ ¶୭)

    • ପ୍ରେରି ୧୩:୯—ଶାଉଲଙ୍କୁ “ପାଉଲ” ମଧ୍ୟ କାହିଁକି କୁହାଯାଉଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୧୨:୧-୧୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ସାକ୍ଷ୍ୟ ଦିଅ (ହିନ୍ଦୀ) ୭୮-୭୯ ¶୮-୯—ବିଷୟବସ୍ତୁ: ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୫

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଶିଷ୍ୟ ହେବା ପାଇଁ ଭଲ ମନ ରଖୁଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତୁ”: (୧୫ ମି.) ଆଲୋଚନା । ଯିହୋବା ଈଶ୍ୱର ଆପଣଙ୍କୁ ସାହାଯ୍ୟ କରିବେ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୬

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୪୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ