ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୩
  • ମହାମାରୀ ସ୍ୱରୂପ ଓ ବିଦ୍ରୋହର ପରିଚାଳକ ବୋଲି ଦୋଷାରୋପ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମହାମାରୀ ସ୍ୱରୂପ ଓ ବିଦ୍ରୋହର ପରିଚାଳକ ବୋଲି ଦୋଷାରୋପ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ପାଉଲ କାଇସରଙ୍କୁ ଅପିଲ କଲେ ଏବଂ ରାଜା ହେରୋଦ ଅଗ୍ରିପ୍ପାଙ୍କୁ ସାକ୍ଷ୍ୟ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୩
ପାଉଲଙ୍କ ଭଣଜା ଜଣେ ରୋମୀୟ ସୈନିକଙ୍କ ସହିତ କଥା ହେଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୩-୨୪

ମହାମାରୀ ସ୍ୱରୂପ ଓ ବିଦ୍ରୋହର ପରିଚାଳକ ବୋଲି ଦୋଷାରୋପ

୨୩:୧୨, ୧୬; ୨୪:୨, ୫, ୬, ୧୦-୨୧

ଯିରୂଶାଲମର ଯିହୁଦୀମାନେ “ଶପଥ” କରିଥିଲେ ଯେ ସେମାନେ ପାଉଲଙ୍କୁ ହତ୍ୟା କରିବେ । (ପ୍ରେରି ୨୩:୧୨) କିନ୍ତୁ ଯିହୋବାଙ୍କ ଇଚ୍ଛା ଥିଲା ଯେ ପାଉଲ ରୋମ୍‌କୁ ଯାʼନ୍ତୁ ଏବଂ ସେଠାରେ ସାକ୍ଷ୍ୟ ଦିଅନ୍ତୁ । (ପ୍ରେରି ୨୩:୧୧) ଯେତେବେଳେ ପାଉଲଙ୍କ ଭଣଜା ଶତ୍ରୁମାନଙ୍କର ଏହି ଷଡ଼ଯନ୍ତ୍ର ବିଷୟରେ ଜାଣିଲେ, ସେ ଯାଇ ପାଉଲଙ୍କୁ ଜଣାଇଲେ । ତେଣୁ ପାଉଲଙ୍କ ଜୀବନ ରକ୍ଷା ହେଲା । (ପ୍ରେରି ୨୩:୧୬) ଏହି ଘଟଣାରୁ ଆପଣ କʼଣ ଶିଖିଲେ?

  • ଯେତେବେଳେ ଲୋକେ ଯିହୋବାଙ୍କ ଉଦ୍ଦେଶ୍ୟରେ ବାଧା ଦେବାକୁ ଚେଷ୍ଟା କରନ୍ତି, ସେତେବେଳେ କʼଣ ହୁଏ?

  • ଯିହୋବା ଆମକୁ କେଉଁ ଜରିଆରେ ରକ୍ଷା କରିପାରନ୍ତି?

  • ଆପଣ ସାହସ ବିଷୟରେ କʼଣ ଶିଖିଲେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ