ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୪
  • ୨୧-୨୭ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୧-୨୭ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୪

୨୧-୨୭ ଜାନୁୟାରୀ

ପ୍ରେରିତ ୨୫-୨୬

  • ଗୀତ ୭୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ପାଉଲ କାଇସରଙ୍କୁ ଅପିଲ କଲେ ଏବଂ ରାଜା ହେରୋଦ ଅଗ୍ରିପ୍ପାଙ୍କୁ ସାକ୍ଷ୍ୟ ଦେଲେ”: (୧୦ ମି.)

    • ପ୍ରେରି ୨୫:୧୧—ପାଉଲ ଏକ ଆଇନଗତ ଅଧିକାରର ବ୍ୟବହାର କରି କାଇସରଙ୍କୁ ଅପିଲ କଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୮ ¶୬]

    • ପ୍ରେରି ୨୬:୧-୩—ପାଉଲ ରାଜା ହେରୋଦ ଅଗ୍ରିପ୍ପାଙ୍କ ସମ୍ମୁଖରେ ବହୁତ ବଢ଼ିଆ ଭାବେ ସୁସମାଚାରର ପକ୍ଷ ସମର୍ଥନ କଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୮-୨୦୧ ¶୧୦-୧୬]

    • ପ୍ରେରି ୨୬:୨୮—ପାଉଲ ଯାହା କହିଲେ, ରାଜାଙ୍କ ଉପରେ ତାର ଗଭୀର ପ୍ରଭାବ ପଡ଼ିଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୨୦୨ ¶୧୮]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୨୬:୧୪—“ପାଞ୍ଚଣ କଣ୍ଟାମୁନ” କʼଣ ଅଟେ? [ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ; ନୂତନ ଜଗତ ଅନୁବାଦ ଶବ୍ଦାବଳୀ (ହିନ୍ଦୀ), “ଅଙ୍କୁଶ”]

    • ପ୍ରେରି ୨୬:୨୭—ଯେତେବେଳେ ପାଉଲ ରାଜା ଅଗ୍ରିପ୍ପାଙ୍କୁ ପଚାରିଲେ ଯେ କʼଣ ସେ ଭାବବାଦୀମାନଙ୍କ କଥାକୁ ବିଶ୍ୱାସ କରନ୍ତି, ରାଜା କାହିଁକି ଚିନ୍ତାରେ ପଡ଼ିଗଲେ? (ପ୍ର୦୩-ହି ୧୧/୧୫ ୧୬-୧୭ ¶୧୪)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୨୫:୧-୧୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୨)

  • ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ବିଷୟରେ କୁହନ୍ତୁ । (ଶିଖାଇବା ଅଧ୍ୟୟନ ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୮

  • “କ୍ୟୁବେକ୍‌ରେ ପ୍ରଚାର କାମକୁ କିପରି ମିଳିଲା ଆଇନଗତ ମାନ୍ୟତା”: (୧୫ ମି.) ଆଲୋଚନା । ଭିଡିଓ (ହିନ୍ଦୀ) ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨୨

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୫୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ