ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୩
  • ୧୪-୨୦ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୪-୨୦ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୩

୧୪-୨୦ ଜାନୁୟାରୀ

ପ୍ରେରିତ ୨୩-୨୪

  • ଗୀତ ୧୪୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମହାମାରୀ ସ୍ୱରୂପ ଓ ବିଦ୍ରୋହର ପରିଚାଳକ ବୋଲି ଦୋଷାରୋପ”: (୧୦ ମି.)

    • ପ୍ରେରି ୨୩:୧୨, ୧୬—ପାଉଲଙ୍କୁ ହତ୍ୟା କରିବାର ଏକ ଷଡ଼ଯନ୍ତ୍ର ପଣ୍ଡ ହେଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୧ ¶୫-୬]

    • ପ୍ରେରି ୨୪:୨, ୫, ୬—ତର୍ତ୍ତୁଲ୍ଲ ନାମକ ଜଣେ ଓକିଲ ରୋମୀୟ ରାଜ୍ୟପାଳଙ୍କ ସମ୍ମୁଖରେ ପାଉଲଙ୍କୁ ଦୋଷାରୋପ କଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୨ ¶୧୦]

    • ପ୍ରେରି ୨୪:୧୦-୨୧—ପାଉଲ ଆଦରର ସହ କହିଲେ ଯେ ଏସବୁ ଦୋଷାରୋପ ମିଥ୍ୟା ଏବଂ ସେ ସାହସର ସହ ସାକ୍ଷ୍ୟ ଦେଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୩-୧୯୪ ¶୧୩-୧୪]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୨୩:୬—ପାଉଲ କାହିଁକି କହିଲେ ଯେ ସେ ଜଣେ ଫାରୂଶୀ ଅଟନ୍ତି? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ପ୍ରେରି ୨୪:୨୪, ୨୭—ଦ୍ରୂସିଲ୍ଲା କିଏ ଥିଲେ? (ଅଧ୍ୟୟନ ବାଇବଲ—ପ୍ରେରି ୨୪:୨୪ ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୨୩:୧-୧୫ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୭

  • ବାର୍ଷିକ ସେବା ରିପୋର୍ଟ: (୧୫ ମି.) ଜଣେ ପ୍ରାଚୀନଙ୍କ ଭାଷଣ । ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟର ଘୋଷଣାକୁ ପଢ଼ନ୍ତୁ । ତାʼପରେ ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତବର୍ଷ ପ୍ରଚାର ସେବାରେ କିଛି ଭଲ ଅନୁଭବ ମିଳିଛି ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨୧

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୫୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ