ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଫେବୃୟାରୀ ପୃଷ୍ଠା ୫
  • କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ‘ଏକାନ୍ତ ଆକାଂକ୍ଷାରେ’ ଅପେକ୍ଷା
    ପ୍ରହରୀଦୁର୍ଗ—୧୯୯୮
  • ଆପଣା ଯାତନାର କାଠଖୁଣ୍ଟ ଘେନି ମୋହର ଅନୁଗମନ କର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଫେବୃୟାରୀ ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୭-୮

କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?

୮:୧୯-୨୧

  • “ସୃଷ୍ଟି”: ପୃଥିବୀରେ ଜୀବିତ ରହିବାର ଆଶା ରଖୁଥିବା ମଣିଷମାନେ

  • “ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ”: ଯେତେବେଳେ ଈଶ୍ୱରଙ୍କ ସନ୍ତାନ ଅର୍ଥାତ୍‌ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ସହିତ ମିଶି ଶୟତାନର ଜଗତକୁ ବିନାଶ କରିବେ, ସେତେବେଳେ ସେମାନେ ପ୍ରକାଶିତ ହେବେ

  • “ଭରସାଯୁକ୍ତ ହୋଇ”: ଯେତେବେଳେ ଯୀଶୁଙ୍କ ମୃତ୍ୟୁ ହେଲା ଏବଂ ତାହାଙ୍କୁ ପୁଣିଥରେ ଜୀବିତ କରାଗଲା, ମଣିଷଜାତି ପାପ ଓ ମୃତ୍ୟୁରୁ ଉଦ୍ଧାର ପାଇବାର ଭରସା ଓ ଆଶା ପାଇଲା

  • “କ୍ଷୟର ଦାସତ୍ୱରୁ ମୁକ୍ତ ହେବ”: ମଣିଷଜାତି ପାପ ଓ ମୃତ୍ୟୁର କୁପରିଣତିରୁ ଧୀରେ ଧୀରେ ମୁକ୍ତ ହେବ

ଜଣେ ଯୁବା ଭାଇ ବ୍ୟକ୍ତିଗତ ଅଧୟନ କରୁଛନ୍ତି, ସଭାରେ ଉତ୍ତର ଦେଉଛନ୍ତି, ଜଣେ ଝିଅର ଲୋଭନକୁ ଅକାର କରୁଛନ୍ତି, ଭଲ ମନୋରଞ୍ଜନର ଆନନ୍ଦ ନେଉଛନ୍ତି

ଆପଣ କିପରି ଦେଖାଇପାରିବେ ଯେ ଆପଣ ‘ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରକାଶ ନିମନ୍ତେ ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?

  • ବାଇବଲର ଗଭୀର ଭାବେ ଅଧ୍ୟୟନ କରନ୍ତୁ । ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରନ୍ତୁ

  • ଯିହୋବାଙ୍କ ବ୍ୟବସ୍ଥାଗୁଡ଼ିକରୁ ଲାଭ ଉଠାନ୍ତୁ, ଯାହାଫଳରେ ତାହାଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢ଼ ହେବ

  • ଶୟତାନର ପ୍ରଲୋଭନରେ ପଡ଼ି ଏହା ଭାବନ୍ତୁ ନାହିଁ ଯେ ଯିହୋବାଙ୍କ ମାର୍ଗରେ ଚାଲିଲେ ଆପଣ ନିଜ ସ୍ୱାଧୀନତା ହରାଇବେ

  • ବାଇବଲରୁ ଆପଣ ଯାହା ମଧ୍ୟ ଶିଖନ୍ତି, ତାକୁ ଜୀବନରେ ଲାଗୁ କରନ୍ତୁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ