ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୭–୮
ଆପଣା ଯାତନାର କାଠଖୁଣ୍ଟ ଘେନି ମୋହର ଅନୁଗମନ କର
୮:୩୪
ଯୀଶୁ ଖ୍ରୀଷ୍ଟ କହିଥିଲେ: ‘ମୋହର ଅନୁଗମନ କର।’ ତେଣୁ ଯେତେ ମଧ୍ୟ ସମସ୍ୟା ଆସୁ ନା କାହିଁକି, ଆମକୁ ଧୈର୍ଯ୍ୟର ସହିତ ତାହାଙ୍କୁ ଅନୁଗମନ କରିବା ଜାରି ରଖିବାକୁ ହେବ। ଏସବୁ କ୍ଷେତ୍ରରେ ଆମେ କିପରି ନିଜ ଉଦ୍ୟମ ଜାରି ରଖିପାରିବା . . .
ପ୍ରାର୍ଥନା କରିବାରେ?
ଅଧ୍ୟୟନ କରିବାରେ?
ପ୍ରଚାର କରିବାରେ?
ସଭାରେ ଉପସ୍ଥିତ ହେବାରେ?
ସଭାରେ ଉତ୍ତର ଦେବାରେ?