ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୭
  • ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଭାଗ ୨ରେ ଆପଣ କʼଣ ଶିଖିଲେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପ୍ରକାଶନରୁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଭାଗ ୪ରେ ଆପଣ କʼଣ ଶିଖିଲେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଭାଗ ୩ରେ ଆପଣ କʼଣ ଶିଖିଲେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୭
ଜଣେ ଭଉଣୀ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଏକ ଭିଡିଓ ଦେଖାଉଛନ୍ତି

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ

ଯେତେବେଳେ ଆମେ କାହାରିକୁ ଶିଖାଇବା ସମୟରେ ଭିଡିଓ କିମ୍ବା ଚିତ୍ର ଇତ୍ୟାଦି ଦେଖାଉ, ତାଙ୍କ ଆଗ୍ରହ ସୃଷ୍ଟି ହୁଏ, ସେ ଆମ କଥା ସହଜରେ ବୁଝିପାରନ୍ତି ଏବଂ ତାହା ମନେ ରଖିପାରନ୍ତି । ଆମ ମହାନ ଉପଦେଶକ ଯିହୋବା ମଧ୍ୟ ନିଜ ସେବକମାନଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇବା ପାଇଁ ସୃଷ୍ଟି ଓ ଅନ୍ୟ ଜିନିଷଗୁଡ଼ିକ ଦେଖାଇଥିଲେ । (ଆଦି ୧୫:୫; ଯିରି ୧୮:୧-୬) ମହାନ ଶିକ୍ଷକ ଯୀଶୁ ମଧ୍ୟ ଏପରି କରିଥିଲେ । (ମାଥି ୧୮:୨-୬; ୨୨:୧୯-୨୧) ଗତ କିଛି ବର୍ଷରେ ପ୍ରମାଣିତ ହୋଇଛି ଯେ ଭିଡିଓ ଅଧିକ ଫଳପ୍ରଦ ହୋଇଥାଏ । କʼଣ ଆପଣ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ସମୟରେ ଭିଡିଓ ଦେଖାନ୍ତି?

ପରମେଶ୍ୱରଙ୍କ ତରଫରୁ ଖୁସିର ଖବର! ପୁସ୍ତିକାରୁ ଅଧ୍ୟୟନ କରିବା ସମୟରେ ବିଦ୍ୟାର୍ଥୀଙ୍କୁ ଦେଖାଇବା ପାଇଁ ଦଶଟି ଭିଡିଓ ପ୍ରସ୍ତୁତ କରାଯାଇଛି । ପୁସ୍ତିକାରେ ମୋଟା ଅକ୍ଷରେ ଦିଆଯାଇଥିବା ପ୍ରଶ୍ନ ହିଁ ଅଧିକାଂଶ ଭିଡିଓର ନାମ ଅଟେ । ଡିଜିଟାଲ୍‌ ଫର୍ମାଟ୍‌ରେ ଉପଲବ୍ଧ ପୁସ୍ତିକାରେ ଭିଡିଓଗୁଡ଼ିକର ଲିଙ୍କ୍‌ ମଧ୍ୟ ଦିଆଯାଇଛି, ଯାହାଫଳରେ ଆମର ମନେ ରହିବ ଯେ କେଉଁ ଭିଡିଓଟିକୁ କେଉଁ ସମୟରେ ଦେଖାଇବା । ଶିକ୍ଷା ଉପକରଣ ବକ୍ସରେ ଦିଆଯାଇଥିବା ଅନ୍ୟ ପ୍ରକାଶନଗୁଡ଼ିକରୁ ଅଧ୍ୟୟନ କରିବା ସମୟରେ ଆମେ ଅନ୍ୟ ଭିଡିଓଗୁଡ଼ିକ ଦେଖାଇପାରିବା ।

ଆପଣ ନିଜ ବିଦ୍ୟାର୍ଥୀଙ୍କୁ ଆଉ କେବେ କେବେ ଭିଡିଓ ଦେଖାଇପାରିବେ? ଯେତେବେଳେ ତାଙ୍କୁ ବାଇବଲର କୌଣସି ବିଷୟ ବୁଝିବାରେ କଷ୍ଟ ହୁଏ କିମ୍ବା ସେ କୌଣସି ସମସ୍ୟାର ସାମନା କରନ୍ତି, ସେତେବେଳେ ଆପଣ jw.org® ଓ JW ପ୍ରସାରଣ® ଯାଇ ଦେଖିପାରିବେ ଯେ ତାଙ୍କ ପରିସ୍ଥିତି ସହ ଜଡ଼ିତ କୌଣସି ଭିଡିଓ ଅଛି କି ନାହିଁ । ତାʼପରେ ହୁଏତ ଦୁହେଁ ମିଶି ଭିଡିଓ ଦେଖିପାରିବେ ଏବଂ ତାʼ ଉପରେ ଆଲୋଚନା କରିପାରିବେ ।

ପ୍ରତି ମାସ ଯେତେବେଳେ ନୂଆ ଭିଡିଓ ମୁକ୍ତିଲାଭ ହୁଏ, ସେଗୁଡ଼ିକୁ ଦେଖିବା ସମୟରେ ଭାବନ୍ତୁ ଯେ ଆପଣ ଅନ୍ୟମାନଙ୍କୁ ଶିଖାଇବା ସମୟରେ କେତେବେଳେ ସେହି ଭିଡିଓଗୁଡ଼ିକୁ ଦେଖାଇପାରିବେ ।

ଖୁସିର ଖବର ପୁସ୍ତିକାରେ ଥିବା ତଥ୍ୟକୁ ବୁଝାଇବା ପାଇଁ ଭିଡିଓ

  • ପରମେରଙ୍କ ନାମ ଅଛି କି? ଭିଡିଓ

    ପାଠ ୨

    ପରମେଶ୍ୱରଙ୍କ ନାମ ଅଛି କି?

  • ତରେ ବାଇବଲର ଲେଖକ କିଏ? ଭିଡିଓ

    ପାଠ ୩

    ପ୍ରକୃତରେ ବାଇବଲର ଲେଖକ କିଏ?

  • ବାଇବଲ ପରମେରଙ୍କ ତରଫରୁ ଅଟେ ବୋଲି ଆମେ କାହିକି ନିଶ୍ଚିତ ହୋଇପାରିବା? ଭିଡିଓ

    ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ଆମେ କାହିଁକି ନିଶ୍ଚିତ ହୋଇପାରିବା?

  • ଯୀଶୁ କାହିକି ଜୀବନ ଦେଲେ? ଭିଡିଓ

    ପାଠ ୪

    ଯୀଶୁ କାହିଁକି ଜୀବନ ଦେଲେ?

  • ପରମେର ବୀକୁ କାହିକି ଷ୍ଟି କଲେ? ଭିଡିଓ

    ପାଠ ୫

    ପରମେଶ୍ୱର ପୃଥିବୀକୁ କାହିଁକି ସୃଷ୍ଟି କଲେ?

  • ମରିଯାଇବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି? ଭିଡିଓ

    ପାଠ ୬

    ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି?

  • ପରମେରଙ୍କ ରାଜ୍ୟ କ’ଣ? ଭିଡିଓ

    ପାଠ ୭

    ପରମେଶ୍ୱରଙ୍କ ରାଜ୍ୟ କʼଣ?

  • ପରମେର ଦୁଃଖକଷ୍ଟକୁ କାହିକି ଅନୁମତି ଦେଇଛନ୍ତି? ଭିଡିଓ

    ପାଠ ୮

    ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି?

  • ସବୁ ରାସ୍ତା ପରମେରଙ୍କ ପାଖକୁ ନେଇଯାଏ କି? ଭିଡିଓ

    ପାଠ ୧୦

    ସବୁ ରାସ୍ତା ପରମେଶ୍ୱରଙ୍କ ପାଖକୁ ନେଇଯାଏ କି?

  • ପରମେର କ’ଣ ସମସ୍ତଙ୍କ ର୍ଥନା ଶୁଣନ୍ତି? ଭିଡିଓ

    ପାଠ ୧୨

    ପରମେଶ୍ୱର କʼଣ ସମସ୍ତଙ୍କ ପ୍ରାର୍ଥନା ଶୁଣନ୍ତି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ