ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମେ ପୃଷ୍ଠା ୨
  • ୬-୧୨ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମେ ପୃଷ୍ଠା ୨

୬-୧୨ ମେ

୨ କରିନ୍ଥୀୟ ୪-୬

  • ଗୀତ ୧୨୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆମ୍ଭେ କ୍ଳାନ୍ତ ହୋଇ ନ ଥାଉ”: (୧୦ ମି.)

    • ୨କରି ୪:୧୬—ଯିହୋବା “ଦିନକୁ ଦିନ” ଆମଠାରେ ନୂଆ ଉତ୍ସାହ ଭରିଦିଅନ୍ତି (ପ୍ର୦୪-ହି ୮/୧୫ ୨୫ ¶୧୬-୧୭)

    • ୨କରି ୪:୧୭—ଆଜିର ଦୁଃଖକଷ୍ଟ “କ୍ଷଣକାଳସ୍ଥାୟୀ” ଓ “ଲଘୁ” ଅଟେ (ଇନସାଇଟ୍‌-୧ ୭୨୪-୭୨୫)

    • ୨କରି ୪:୧୮—ଆମେ ନିଜ ଧ୍ୟାନ ଈଶ୍ୱରଙ୍କ ରାଜ୍ୟରେ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକ ଉପରେ କେନ୍ଦ୍ରିତ କରିବା ଉଚିତ୍‌

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୨କରି ୪:୭—“ମୃତ୍ତିକା ପାତ୍ରରେ” ରଖାଯାଇଥିବା “ଧନ” କʼଣ ? (ପ୍ର୧୨-ଇଂ ୨/୧ ୨୮-୨୯)

    • ୨କରି ୬:୧୩—ଆମେ କିପରି “ପ୍ରଶସ୍ତମନା” ହୋଇପାରିବା ? (ପ୍ର୦୯-ହି ୧୧/୧୫ ୨୧ ¶୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୨କରି ୪:୧-୧୫ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା। ଠିକ୍‌ ଠିକ୍‌ ପଢ଼ିବା ଭିଡିଓ ଦେଖାନ୍ତୁ। ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୫ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୦୪-ହି ୭/୧ ୩୦-୩୧—ବିଷୟବସ୍ତୁ: ବାପ୍ତିସ୍ମପ୍ରାପ୍ତ ଖ୍ରୀଷ୍ଟିୟାନ କʼଣ ଜଣେ ବାପ୍ତିସ୍ମରହିତ ପ୍ରଚାରକଙ୍କ ସହ ବିବାହ କରିବା ଉଦ୍ଦେଶ୍ୟରେ ମିଳାମିଶା କରିବା ଉଚିତ୍‌ ? (ଶିଖାଇବା ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୩

  • ମୋ ପକ୍ଷରେ ଯେତେ ସମ୍ଭବ, ସେତେ ମୁଁ କରେ: (୮ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଭାଇ ଫାଷ୍ଟର୍‌ ଯୁବକ ଓ ସୁସ୍ଥ ସବଳ ଥିଲା ବେଳେ କିପରି ମନପ୍ରାଣ ଦେଇ ଯିହୋବାଙ୍କ ସେବା କଲେ ? ତାଙ୍କ ପରିସ୍ଥିତି କିପରି ବଦଳିଗଲା ? ଆଜି ମଧ୍ୟ ସେ କିପରି ମନପ୍ରାଣ ଦେଇ ସେବା କରୁଛନ୍ତି ? ତାଙ୍କଠାରୁ ଆପଣ କʼଣ କʼଣ ଶିଖିଲେ ?

  • ମଣ୍ଡଳୀର ଆବଶ୍ୟକତା: (୭ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୪ ¶୧-୯, ଅଧିକ ବିବରଣୀ—୧୨, ୧୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ