ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମେ ପୃଷ୍ଠା ୨
  • “ଆମ୍ଭେ କ୍ଳାନ୍ତ ହୋଇ ନ ଥାଉ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଆମ୍ଭେ କ୍ଳାନ୍ତ ହୋଇ ନ ଥାଉ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ନିଜର ଲୋକମାନଙ୍କୁ ହରାଇବାର ଦୁଃଖ କିପରି ସହିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଈଶ୍ୱର “ସର୍ବେସର୍ବା” ହେବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • “ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମେ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୪-୬

“ଆମ୍ଭେ କ୍ଳାନ୍ତ ହୋଇ ନ ଥାଉ”

୪:୧୬-୧୮

ଅମଜାନ ନେଇ ବଞ୍ଚୁବା ଜଣେ ଭାଇ ନୂତନ ବୀର କଳ୍ପନା କରୁଛନ୍ତି

କଳ୍ପନା କରନ୍ତୁ, ଦୁଇଟି ଘର ପାଖାପାଖି ଅଛି। ଉଭୟ ଘର ପୂରାପୂରି ଭାଙ୍ଗିରୁଜି ଯାଇଛି। ଗୋଟିଏ ଘରର ଲୋକେ ବହୁତ ନିରାଶରେ ଅଛନ୍ତି, କିନ୍ତୁ ଆର ଘରର ଲୋକେ ବହୁତ ଖୁସିରେ ଅଛନ୍ତି। ସେମାନେ କାହିଁକି ଖୁସିରେ ଅଛନ୍ତି ? କାରଣ ସେମାନେ ଖୁବ୍‌ ଶୀଘ୍ର ଏକ ସୁନ୍ଦର ଘରକୁ ଯିବେ।

ଯଦିଓ ‘ସମସ୍ତ ସୃଷ୍ଟି ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବବେଦନାରେ ବ୍ୟଥିତ ହେଉଅଛି,’ ତଥାପି ସେହି ପରିବାରର ଲୋକଙ୍କ ଭଳି ଈଶ୍ୱରଙ୍କ ସେବକମାନଙ୍କ ପାଖରେ ଏକ ଆଶା ଅଛି। ତେଣୁ ସେମାନେ ନିଜ ସମସ୍ୟାଗୁଡ଼ିକୁ ସାମନା କରିପାରନ୍ତି। (ରୋମୀ ୮:୨୨) ଆମେ ଜାଣୁ ଯେ ଆଗାମୀ ନୂତନ ପୃଥିବୀରେ ଈଶ୍ୱର ଆମକୁ ଚିରକାଳ ପାଇଁ ଆଶିଷ ଦେଉଥିବେ। ତାʼ ତୁଳନାରେ ଆଜିର ଦୁଃଖକଷ୍ଟ “କ୍ଷଣକାଳସ୍ଥାୟୀ” ଓ “ଲଘୁ” ଅଟେ। ଏପରିକି ବର୍ଷ ବର୍ଷ ଧରି ଆମେ ଯେଉଁ ଦୁଃଖ ସହି ଆସୁଛୁ, ସେସବୁ ମଧ୍ୟ କିଛି ସମୟ ପାଇଁ। ଆମେ ନିଜ ଧ୍ୟାନ ଈଶ୍ୱରଙ୍କ ରାଜ୍ୟରେ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକ ଉପରେ କେନ୍ଦ୍ରିତ କରିବା ଉଚିତ୍‌। ତେବେଯାଇ ଆମେ କିଛିଟା ଖୁସିରେ ରହିବା ଏବଂ କ୍ଳାନ୍ତ ହେବା ନାହିଁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ