୨୮ ଅକ୍ଟୋବର–୩ ନଭେମ୍ବର
୨ ପିତର ୧-୩
ଗୀତ ୧୧୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱରଙ୍କ ଦିନର ଆଗମନର ଅପେକ୍ଷା କରନ୍ତୁ”: (୧୦ ମି.)
[୨ ପିତର ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
୨ପିତ ୩:୯, ୧୦—ଯିହୋବାଙ୍କ ଦିନ ସଠିକ୍ ସମୟରେ ଉପସ୍ଥିତ ହେବ (ପ୍ର୦୭-ହି ୧/୧ ୧୯ ¶୧୧)
୨ପିତ ୩:୧୧, ୧୨—ଆମକୁ ଧ୍ୟାନ ଦେବାକୁ ହେବ ଯେ ଆମେ କିପରି ମଣିଷ ହେବା ଉଚିତ୍ (ପ୍ର୦୭-ହି ୧/୧ ୧୧-୧୨ ¶୧୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୨ପିତ ୧:୧୨-୧୫—ଆମେ କିପରି “ସତ୍ୟରେ ସ୍ଥିରୀକୃତ” ହୋଇ ରହିପାରିବା ? (ପ୍ର୦୮-ହି ୧୧/୧୫ ୨୨ ¶୬)
୨ପିତ ୧:୧୯—“ପ୍ରଭାତୀ ତାରା” କିଏ ଏବଂ ସେ କେବେ ଉଦୟ ହେଲେ ? ଆମେ କିପରି ଜାଣୁ ଯେ ଏହି ଘଟଣା ଘଟି ସାରିଛି ? (ପ୍ର୦୮-ହି ୧୧/୧୫ ୨୨ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୨ପିତ ୧:୧-୧୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୭)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୧୫୪-୧୫୫ ¶୩-୪ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଆପଣ ଈଶ୍ୱରଙ୍କ ବାକ୍ୟକୁ ବହୁମୂଲ୍ୟ ମନେ କରନ୍ତି କି ?”: (୧୫ ମି.) ଆଲୋଚନା। ବାଇବଲ ସେମାନଙ୍କ ଜୀବନଠୁ ବଳି ଅତି ପ୍ରିୟ ଥିଲା—ଉଦ୍ଧୃତାଂଶ (ୱିଲିୟମ୍ ଟିଣ୍ଡେଲ୍) (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୨ ¶୧୪-୧୯, “ଯିହୋବା ଯାହା ଘୃଣା କରନ୍ତି, ତାହା ଘୃଣା କରନ୍ତୁ” ବକ୍ସ
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୮୯ ଏବଂ ପ୍ରାର୍ଥନା