ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୬
  • ଚାରି ଅଶ୍ୱାରୋହୀଙ୍କର ଦୌଡ଼

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚାରି ଅଶ୍ୱାରୋହୀଙ୍କର ଦୌଡ଼
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୪-୬

ଚାରି ଅଶ୍ୱାରୋହୀଙ୍କର ଦୌଡ଼

୬:୨, ୪-୬, ୮

ଯୀଶୁ ଶୁକ୍ଳବର୍ଣ୍ଣ ଅ ଉପରେ ଏବଂ ତାହାଙ୍କ ହାତରେ ଏକ ଧନୁ; ତାହାଙ୍କ ପଛରେ ଲୋହିତବର୍ଣ୍ଣ, ଷ୍ଣବର୍ଣ୍ଣ ଓ ପାଣ୍ଡବର୍ଣ୍ଣ ଅ

ଯୀଶୁ ‘ବିଜୟୀ ହେଲେ’ ଅର୍ଥାତ୍‌ ସେ ସ୍ୱର୍ଗରେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଯୁଦ୍ଧ କଲେ ଏବଂ ସେମାନଙ୍କୁ ପୃଥିବୀକୁ ଫିଙ୍ଗି ଦେଲେ । ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କାର୍ଯ୍ୟକଳାପ ବର୍ତ୍ତମାନ ପୃଥିବୀରେ ସୀମିତ । ଯୀଶୁ ନିଜ ସେବକମାନଙ୍କ ତରଫରୁ ଏବେ ମଧ୍ୟ ଜୟ କରି ଆସୁଛନ୍ତି । ସେ ଏହି ଶେଷକାଳରେ ସେମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେଉଛନ୍ତି । ସେ ଖୁବ୍‌ ଶୀଘ୍ର “ଜୟ କରିବାକୁ” [“ନିଜ ଜୟ ସମ୍ପୂର୍ଣ୍ଣ କରିବାକୁ,” NW] ବାହାରିଯିବେ । ଅର୍ଥାତ୍‌ ସେ ବାକି ତିନି ଅଶ୍ୱାରୋହୀଙ୍କ ଦୌଡ଼କୁ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ସମାପ୍ତ କରିବେ ଏବଂ ତାʼପରେ ସେମାନଙ୍କ ଦୌଡ଼ ଯୋଗୁଁ ହୋଇଥିବା ସମସ୍ତ ହାନିର କ୍ଷତିପୂରଣ କରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ