ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୭
  • ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ‘ଦୁଇ କ୍ଷୁଦ୍ର ମୁଦ୍ରାର’ ମୂଲ୍ୟ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଆପଣଙ୍କ ପ୍ରେମ ପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉଛୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • “କିଛି ସଞ୍ଚୟ କରି ରଖ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୭
ଜଣେ ଭଉଣୀ ଏକ ର୍ଟଫୋନ୍‌ ଧରିଛନ୍ତି

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି

ଦ୍ୱିତୀୟ କରିନ୍ଥୀୟ ୯:୭ ପଦ ଆମକୁ କହେ: “ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଙ୍କଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି ।” ଆଜି ଆମ ପାଖରେ ଅନଲାଇନ୍‌  ଦାନ ଦେବା ପାଇଁ ସହଜ ଉପାୟଗୁଡ଼ିକ ରହିଛି, ଯାହାଦ୍ୱାରା ଆମେ ଆମ ଅଞ୍ଚଳରେ ଓ ବିଶ୍ୱବ୍ୟାପୀ ଚାଲିଥିବା ଯିହୋବାଙ୍କ ସାକ୍ଷୀମାନଙ୍କର କାମକୁ ସହଯୋଗ କରିପାରିବା ।

ଇଣ୍ଟରନେଟ୍‌ ମାଧ୍ୟମରେ କିପରି ଦାନ ଦେବା ?  ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏକ ଟାବଲେ ଓ ର୍ଟଫୋନ୍‌ରେ jw.org ୱେବସାଇ

    ଆମ ଦେଶରେ ଦାନ ଦେବା ପାଇଁ ଉପଲବ୍ଧ ଥିବା ଉପାୟଗୁଡ଼ିକ ଜାଣିବା ପାଇଁ ଆମେ ଦାନ ଦେବାର ୱେବପେଜ୍‌କୁ କିପରି ଯିବା ?

  • ଜଣେ ଦମ୍ପତି ଦାନ ଦେବାର ଯୋଜନା ବିଷୟରେ ଆଲୋଚନା କରୁଛନ୍ତି

    ଇଣ୍ଟରନେଟ୍‌ ମାଧ୍ୟମରେ ଦାନ ଦେଇ କିଛି ଭାଇଭଉଣୀ କିପରି ଉପକୃତ ହୋଇଛନ୍ତି ?

  • ଦାନ ଦେବାର ପଦ୍ଧତିଗୁକ ପାଇଁ ବିଭି ଆଇକନ୍‌

    ଆମେ କେଉଁ କେଉଁ ଉପାୟରେ ଦାନ ଦେଇପାରିବା ?

  • ଜଣେ ଯୁବା ଭାଇ ଏକ ବୃଦ୍ଧ ଭାଇଙ୍କୁ ଅନଲାଇନ୍‌ ଦାନ ଦେବାରେ ସାହାଯ୍ୟ କରୁଛନ୍ତି

    ଇଣ୍ଟରନେଟ୍‌ ମାଧ୍ୟମରେ ଦାନ ଦେବାର ଏହି ନୂଆ ଉପାୟଗୁଡ଼ିକର ବ୍ୟବହାରକୁ ନ ବୁଝିପାରିଲେ ଆମେ କʼଣ କରିପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ