ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୩
  • କʼଣ ଆପଣ ନିଜ ବିଶ୍ୱାସ ବିଷୟରେ କହିପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ନିଜ ବିଶ୍ୱାସ ବିଷୟରେ କହିପାରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ସୃଷ୍ଟିକୁ ଦେଖି, ଯିହୋବାଙ୍କୁ ଜାଣନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ସୃଷ୍ଟିରୁ କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସୃଷ୍ଟିରୁ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୩
ଜଣେ ଭାଇ ନିଜ କାମ ଜାଗାରେ ମଧ ଭୋଜନର ବିରତି ସମୟରେ ଜଣେ ବ୍ୟକ୍ତିଙ୍କୁ ବାଇବଲରୁ ପଦ ପ ଶୁଣାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ନିଜ ବିଶ୍ୱାସ ବିଷୟରେ କହିପାରିବେ ?

ଯଦି କେହି ଆପଣଙ୍କୁ ପଚାରେ, ଈଶ୍ୱର ସବୁକିଛି ସୃଷ୍ଟି କରିଛନ୍ତି ବୋଲି ଆପଣ କାହିଁକି ବିଶ୍ୱାସ କରନ୍ତି, ତେବେ ଆପଣ କʼଣ ଉତ୍ତର ଦେବେ ? ଦୃଢ଼ ବିଶ୍ୱାସର ସହ ଉତ୍ତର ଦେବା ପାଇଁ ଆପଣଙ୍କୁ ଦୁଇଟି ପଦକ୍ଷେପ ନେବାକୁ ହେବ । ପ୍ରଥମ, ପ୍ରମାଣଗୁଡ଼ିକର ଆଧାରରେ ନିଜେ ନିଶ୍ଚିତ ହୁଅନ୍ତୁ ଯେ ଈଶ୍ୱର ହିଁ ସବୁକିଛି ସୃଷ୍ଟି କରିଛନ୍ତି । (ରୋମୀ ୧୨:୧,୨) ଦ୍ୱିତୀୟ, ନିଜ ବିଶ୍ୱାସ ବିଷୟରେ ଆପଣ ଲୋକଙ୍କୁ କିପରି କହିବେ, ତାʼ ଉପରେ ଚିନ୍ତନ କରନ୍ତୁ ।—ହିତୋ ୧୫:୨୮.

ସବୁକିଛି ସୃଷ୍ଟି କରାଯାଇଛି ବୋଲି ଲୋକେ କାହିଁକି ବିଶ୍ୱାସ କରନ୍ତି, ତାହା ଜାଣିବା ପାଇଁ ଏହି ଦୁଇଟି ଭିଡିଓ ଦେଖନ୍ତୁ: ଜଣେ ହାଡ଼ ବିଶେଷଜ୍ଞ ନିଜ ବିଶ୍ୱାସ ବିଷୟରେ କହନ୍ତି ଏବଂ ଜଣେ ଜୀବ ବିଜ୍ଞାନୀ ନିଜ ବିଶ୍ୱାସ ବିଷୟରେ କହନ୍ତି । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ମଣିଷର ଆଣ୍ଠୁର ଗଠନର ଏକ ବୈଜ୍ଞାନିକ ଚିତ

    ଇରନ ହଫ ଲୌରେନ୍‌ସୋ କାହିଁକି ବିଶ୍ୱାସ କରନ୍ତି ଯେ ସବୁକିଛି ଈଶ୍ୱର ସୃଷ୍ଟି କରିଛନ୍ତି, କ୍ରମବିକାଶ ବା ବିବର୍ତ୍ତନରୁ ଆସି ନାହିଁ ?

  • ୟରୋସ୍ଲାଭ ଦୋବହାନୀ

    ୟରୋସ୍ଲାଭ ଦୋବହାନୀଚ୍‌ କାହିଁକି ବିଶ୍ୱାସ କରନ୍ତି ଯେ ସବୁକିଛି ଈଶ୍ୱର ସୃଷ୍ଟି କରିଛନ୍ତି, କ୍ରମବିକାଶ ବା ବିବର୍ତ୍ତନରୁ ଆସି ନାହିଁ ?

  • ଆପଣ ଅନ୍ୟକୁ କିପରି ବୁଝାଇବେ ଯେ ଈଶ୍ୱର ହିଁ ସବୁକିଛି ସୃଷ୍ଟି କରିଛନ୍ତି ?

  • ଯିହୋବାଙ୍କ ସଂଗଠନର କେଉଁ କେଉଁ ପ୍ରକାଶନଗୁଡ଼ିକରୁ ଆପଣ ନିଜର ଓ ଅନ୍ୟମାନଙ୍କର ବିଶ୍ୱାସ ବଢ଼ାଇପାରିବେ ଯେ ଈଶ୍ୱର ହିଁ ସବୁକିଛି ସୃଷ୍ଟି କରିଛନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ