ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଫେବୃୟାରୀ ପୃଷ୍ଠା ୪
  • ୧୦-୧୬ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୦-୧୬ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଫେବୃୟାରୀ ପୃଷ୍ଠା ୪

୧୦-୧୬ ଫେବୃୟାରୀ

ଆଦି ପୁସ୍ତକ ୧୫-୧୭

  • ଗୀତ ୩୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବା ଅବ୍ରାମ ଓ ସାରୀଙ୍କ ନାମ କାହିଁକି ବଦଳାଇ ଦେଲେ ?”: (୧୦ ମି.)

    • ଆଦି ୧୭:୧—ଅବ୍ରାମ ସିଦ୍ଧ ନ ଥିଲେ, କିନ୍ତୁ ସେ ଯିହୋବାଙ୍କ ଛାମୁରେ ଧର୍ମାଚରଣ କଲେ (ଇନସାଇଟ୍‌-୧ ୮୧୭)

    • ଆଦି ୧୭:୩-୫—ଅବ୍ରାମଙ୍କ ନାମ ବଦଳାଇ ଅବ୍ରହାମ ରଖାଗଲା (ଇନସାଇଟ୍‌-୧ ୩୧ ¶୧)

    • ଆଦି ୧୭:୧୫, ୧୬—ସାରୀଙ୍କ ନାମ ବଦଳାଇ ସାରା ରଖାଗଲା (ପ୍ର୦୯-ଇଂ ୨/୧ ୧୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୧୫:୧୩, ୧୪—ଅବ୍ରାମଙ୍କ ବଂଶ ୪୦୦ ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବା କେବେ ଆରମ୍ଭ ଓ କେବେ ଶେଷ ହୋଇଥିଲା ? (ଇନସାଇଟ୍‌-୧ ୪୬୦-୪୬୧)

    • ଆଦି ୧୫:୧୬—କେଉଁ ଅର୍ଥରେ ଅବ୍ରହାମଙ୍କ “ବଂଶର ଚତୁର୍ଥ ପୁରୁଷ” କିଣାନକୁ ଫେରି ଆସିଲେ ? (ଇନସାଇଟ୍‌-୧ ୭୭୮ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୧୫:୧-୨୧ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ ପ୍ରଶ୍ନଗୁଡ଼ିକର କିପରି ଭଲ ବ୍ୟବହାର କଲେ ? ସେ ଦୃଷ୍ଟାନ୍ତ ଦେଇ କିପରି ଶିଖାଇଲେ ?

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିର ଖବର ପୁସ୍ତିକା ଦିଅନ୍ତୁ ଏବଂ ପାଠ ୩ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା  ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩୧

  • “ପତିପତ୍ନୀ ନିଜ ବନ୍ଧନକୁ କିପରି ମଜବୁତ୍‌ କରିପାରିବେ ?”: (୧୫ ମି.) ଆଲୋଚନା । ଆପଣଙ୍କ ବିବାହ ବନ୍ଧନକୁ ମଜବୁତ୍‌ କରନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୭ ¶୧୮-୨୦ ପୃ ୧୮୩-୧୮୪

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୪୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ