ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ୧୮–୧୯
“ସମସ୍ତ ପୃଥିବୀର ବିଚାରକର୍ତ୍ତା” ସଦୋମ ଓ ହମୋରାର ବିନାଶ କରନ୍ତି
୧୮:୨୩-୨୫, ୩୨; ୧୯:୨୪, ୨୫
ଯିହୋବା ସଦୋମ ଓ ହମୋରା ନଗର ସହ ଯାହା କଲେ, ଏଥିରୁ ଆମେ କʼଣ ଶିଖିପାରିବା ?
ଯିହୋବା ସର୍ବଦା ଦୁଷ୍ଟତାକୁ ସହିବେ ନାହିଁ
ଯେଉଁମାନେ ଈଶ୍ୱରଙ୍କ କଥା ଉପରେ ଧ୍ୟାନ ଦିଅନ୍ତି ଏବଂ ତାହାଙ୍କ ଇଚ୍ଛା ପୂରଣ କରନ୍ତି, ସେମାନେ ଆଗାମୀ ନ୍ୟାୟର ଦିନରେ ନିଜ ଜୀବନ ରକ୍ଷା କରିପାରିବେ ।—ଲୂକ ୧୭:୨୮-୩୦
ନିଜକୁ ପଚାରନ୍ତୁ: ‘କଅଣ ମୁଁ ଏହି ଦୁଷ୍ଟ ଜଗତର ନିର୍ଲଜ୍ଜ କାମଗୁଡ଼ିକୁ ଦେଖି ଚିନ୍ତାରେ ପଡ଼ିଯାଏ ?’ (୨ପିତ ୨:୭) ‘କଅଣ ମୋ ଜୀବନଶୈଳୀରୁ ଜଣାପଡ଼େ ଯେ ଯିହୋବାଙ୍କ ଇଚ୍ଛା ପୂରଣ କରିବା ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱ ରଖେ ?’