୧୭-୨୩ ଫେବୃୟାରୀ
ଆଦି ପୁସ୍ତକ ୧୮-୧୯
ଗୀତ ୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“‘ସମସ୍ତ ପୃଥିବୀର ବିଚାରକର୍ତ୍ତା’ ସଦୋମ ଓ ହମୋରାର ବିନାଶ କରନ୍ତି”: (୧୦ ମି.)
ଆଦି ୧୮:୨୩-୨୫—ଅବ୍ରହାମଙ୍କୁ ପୂରା ଭରସା ଥିଲା ଯେ ଯିହୋବା ସର୍ବଦା ଧାର୍ମିକତାରେ ନ୍ୟାୟ କରନ୍ତି (ପ୍ର୧୭.୦୪-ହି ୧୮ ¶୧)
ଆଦି ୧୮:୩୨—ଯିହୋବା ଅବ୍ରହାମଙ୍କୁ ଭରସା ଦିଅନ୍ତି ଯେ ଯଦି ସଦୋମରେ ଦଶ ଜଣ ମଧ୍ୟ ଧାର୍ମିକ ଲୋକ ହେବେ, ତେବେ ସେ ସହରର ବିନାଶ କରିବେ ନାହିଁ (ପ୍ର୧୮.୦୮-ହି ୩୦ ¶୪)
ଆଦି ୧୯:୨୪, ୨୫—ଯିହୋବା ସଦୋମ ଓ ହମୋରାର ବିନାଶ କଲେ, କାରଣ ସେଠାକାର ଲୋକମାନେ ଦୁଷ୍ଟ ଥିଲେ (ପ୍ର୧୦-ହି ୧୧/୧୫ ୨୬ ¶୧୨)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୧୮:୧, ୨୨—ଯିହୋବା କିପରି ଅବ୍ରହାମଙ୍କୁ “ଦର୍ଶନ ଦେଲେ” ଏବଂ ଅବ୍ରହାମ ତାହାଙ୍କ “ଛାମୁରେ ଛିଡ଼ା ହୋଇ ରହିଲେ” ? (ପ୍ର୮୮-ଇଂ ୫/୧୫ ୨୩ ¶୪-୫)
ଆଦି ୧୯:୨୬—ଲୋଟଙ୍କ ପତ୍ନୀ କାହିଁକି “ଲବଣ ସ୍ତମ୍ଭ ହେଲା” ? (ପ୍ର୧୯.୦୬-ହି ୨୦ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୧୮:୧-୧୯ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ ପଦର କିପରି ଭଲ ଭାବେ ପରିଚୟ ଦେଲେ ? ସେ ପଦରୁ ମିଳୁଥିବା ଶିକ୍ଷାକୁ କିପରି ଭାବେ କହିଲେ ?
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ଦିଅନ୍ତୁ ଏବଂ ୯୮ ପୃଷ୍ଠାରେ ଥିବା ଚିତ୍ର ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ଦୈନିକ ବାଇବଲ ପାଠରୁ ଲାଭ ପାଉଛନ୍ତି ?”: (୧୫ ମି.) ଆଲୋଚନା । ସଂସାରକୁ ପ୍ରେମ କର ନାହିଁ (୧ଯୋହ ୨:୧୫) ଭିଡିଓ (ହିନ୍ଦୀ) ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୮ ¶୧-୧୧
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୪୮ ଏବଂ ପ୍ରାର୍ଥନା