ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୬
  • ୨୭ ଏପ୍ରିଲ୍‌–୩ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ଏପ୍ରିଲ୍‌–୩ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୬

୨୭ ଏପ୍ରିଲ୍‌–୩ ମେ

ଆଦି ପୁସ୍ତକ ୩୪-୩୫

  • ଗୀତ ୨୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “କୁସଙ୍ଗତିର ଭୟଙ୍କର ପରିଣାମ”: (୧୦ ମି.)

    • ଆଦି ୩୪:୧—ଦୀଣା କିଣାନର ଯୁବତୀମାନଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କ ପାଖକୁ ବାରମ୍ବାର ଯାଉଥିଲା (ପ୍ର୯୭-ହି ୨/୧ ୩୦ ¶୪)

    • ଆଦି ୩୪:୨—ଶିଖିମ ଦୀଣା ସହ ଶୟନ କରି ତାକୁ ଭ୍ରଷ୍ଟା କଲା (ପ୍ରେମରେ ସ୍ଥିର ପୃ ୧୨୪ ¶୧୪)

    • ଆଦି ୩୪:୭, ୨୫—ଶିମୀୟୋନ୍‌ ଓ ଲେବୀ, ଶିଖିମକୁ ଏବଂ ନଗରରେ ଥିବା ସବୁ ପୁରୁଷମାନଙ୍କୁ ହତ୍ୟା କଲେ (ପ୍ର୧୦-ହି ୧/୧ ୧୧ ¶୧-୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୫:୮—ଦବୋରା କିଏ ଥିଲେ ଏବଂ ଆମେ ତାଙ୍କଠାରୁ କʼଣ ଶିଖିପାରିବା ? (ଇନସାଇଟ୍‌-୧ ୬୦୦ ¶୪)

    • ଆଦି ୩୫:୨୨-୨୬—ଖ୍ରୀଷ୍ଟଙ୍କ ପୂର୍ବପୁରୁଷ ହେବା ପାଇଁ ପ୍ରଥମଜାତ ସନ୍ତାନ ହେବା କାହିଁକି ଜରୁରୀ ନ ଥିଲା ? (ପ୍ର୧୭.୧୨-ହି ୧୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୪:୧-୧୯ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା। ଭିଡିଓ ଦେଖାନ୍ତୁ। ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଏଲିଶା କିପରି ବ୍ୟକ୍ତିଙ୍କ ହୃଦୟକୁ ପହଞ୍ଚିବା ପାଇଁ ଚେଷ୍ଟା କଲେ ? ଆମେ କିପରି ଆମକୁ ଶିଖାଏ ବହିରୁ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିବା ?

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୧୩)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଖୁସିର ଖବର ପାଠ ୪ ¶୬-୭ (ଶିଖାଇବା  ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୦

  • ‘ସବୁ ବିଦେଶୀୟ ଦେବତାଙ୍କୁ ଦୂର କର’: (୧୫ ମି.) ଆଲୋଚନା। “ଶୟତାନକୁ ପ୍ରତିବାଧା କର” (ହିନ୍ଦୀ) ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୨ ¶୧-୮, ଅଧିକ ବିବରଣୀ—୫

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୮୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ