ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୬
  • କୁସଙ୍ଗତିର ଭୟଙ୍କର ପରିଣାମ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କୁସଙ୍ଗତିର ଭୟଙ୍କର ପରିଣାମ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଯିହୋବା ଆମଠାରୁ କʼଣ ଚାହାନ୍ତି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବା ପୃଥିବୀରେ ଜୀବନର ଆରମ୍ଭ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଆପଣା ଯାତନାର କାଠଖୁଣ୍ଟ ଘେନି ମୋହର ଅନୁଗମନ କର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୬
ଜଣେ ଭାଇ କାମ ପରେ ନିଜ ସହକର୍ମୀମାନଙ୍କ ସହ ମଦ ପିଉଛନ୍ତି  । ଯେତେବେଳେ ସେମାନେ ପୋଷାକ, ଭିଡିଓ ଗେମ୍‌ସ, ପଇସା ଓ ଇଲେକ୍‌ଟାନିକ୍‌ ଉପକରଣ ଭଳି ନିଜ ନିଜ ରୁଚି ବିଷୟରେ କଥା ହେଉଛନ୍ତି, ସେ ଧନ ଦେଇ ଶୁଣୁଛନ୍ତି  ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୪-୩୫

କୁସଙ୍ଗତିର ଭୟଙ୍କର ପରିଣାମ

୩୪:୧, ୨, ୭, ୨୫

ହୁଏତ ଆମ ସହକର୍ମୀ, ଆମ ପଡ଼ୋଶୀ କିମ୍ବା ଆମ ସହପାଠୀମାନଙ୍କଠାରେ କିଛି ଭଲ ଗୁଣ ଦେଖାଯାଏ। କିନ୍ତୁ କʼଣ ଏହାର ଅର୍ଥ ସେମାନେ ଆମର ଭଲ ସାଙ୍ଗ ଅଟନ୍ତି ? ଆମେ କିପରି ଜାଣିପାରିବା ଯେ କାହା ସହ ଆମେ ସଙ୍ଗତି କରିବା ଉଚିତ୍‌ ଏବଂ କାହା ସହ ନୁହେଁ ?

  • କʼଣ ମୋର ସାଙ୍ଗମାନେ ମୋତେ ଯିହୋବାଙ୍କ ସହ ମୋ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ?

  • ମୋର ସାଙ୍ଗମାନେ ସବୁବେଳେ କେଉଁ ବିଷୟଗୁଡ଼ିକ ଉପରେ କଥା ହୁଅନ୍ତି ?—ମାଥି ୧୨:୩୪

ନିଜକୁ ପଚାରନ୍ତୁ, ‘ମୋ ସାଙ୍ଗମାନଙ୍କର ମୋ ଉପରେ ଏବଂ ଯିହୋବାଙ୍କ ସହ ମୋ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ୁଛି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ