୨୫-୩୧ ମେ
ଆଦି ପୁସ୍ତକ ୪୨-୪୩
ଗୀତ ୧୨୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୋଷେଫ ସଂଯମ ରଖିଲେ”: (୧୦ ମି.)
ଆଦି ୪୨:୫-୭—ଯୋଷେଫ ଯେତେବେଳେ ନିଜ ଭାଇମାନଙ୍କୁ ଦେଖିଲେ, ସେ ସଂଯମ ରଖିଲେ (ପ୍ର୧୫-ହି ୭/୧ ୧୩ ¶୫; ୧୪ ¶୧)
ଆଦି ୪୨:୧୪-୧୭—ଯୋଷେଫ ନିଜ ଭାଇମାନଙ୍କୁ ପରୀକ୍ଷା କଲେ (ପ୍ର୧୫-ହି ୭/୧ ୧୪ ¶୨)
ଆଦି ୪୨:୨୧, ୨୨—ଯୋଷେଫଙ୍କ ସହ ତାଙ୍କ ଭାଇମାନେ ଯାହା କରିଥିଲେ, ସେଥିପାଇଁ ସେମାନେ ଅନୁତାପ କରୁଥିଲେ (ଇନସାଇଟ୍-୨ ୧୦୮ ¶୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୪୨:୨୨, ୩୭—ରୁବେନ୍ କିପରି ଦେଖାଇଲେ ଯେ ତାଙ୍କଠାରେ ଭଲ ଗୁଣଗୁଡ଼ିକ ଥିଲା ? (ଇନସାଇଟ୍-୨ ୭୯୫)
ଆଦି ୪୩:୩୨—ଏବ୍ରୀମାନଙ୍କ ସହ ଭୋଜନ କରିବା ମିଶରୀୟମାନଙ୍କ ପାଇଁ କାହିଁକି ଘୃଣିତ କାମ ଥିଲା ? (ପ୍ର୦୪-ହି ୧/୧୫ ୨୯ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୪୨:୧-୨୦ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଭାଇ ଜଣକ ପଦର ଉପଯୁକ୍ତ ପରିଚୟ କିପରି ଦେଲେ ? ସେ କାହିଁକି ଓ କିପରି ଆମକୁ ଶିଖାଏ ବହି ବିଷୟରେ କହିଲେ ?
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୫)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ପ୍ରେମରେ ସ୍ଥିର ୩୯ ¶୧୮ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ”: (୧୫ ମି.) ଆଲୋଚନା । ବାଇବଲ ପଢ଼ିବା ବେଳେ ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ—ଏକ ଝଲକ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ଉପସ୍ଥିତ ଲୋକଙ୍କୁ ଏହାର ପୂରା ଭିଡିଓ ଦେଖିବା ପାଇଁ କୁହନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୩ ¶୧୦-୧୮
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୯୦ ଏବଂ ପ୍ରାର୍ଥନା