ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୬
  • “ଆମ୍ଭେ ଯେ ଅଛୁ, ସେ ଅଛୁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଆମ୍ଭେ ଯେ ଅଛୁ, ସେ ଅଛୁ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବା ପୃଥିବୀରେ ଜୀବନର ଆରମ୍ଭ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୬
ମୋଶା ଆଣ୍ଠୁ ମା ତଳେ ବସିଛନ୍ତି ଏବଂ ଜଳୁଥିବା ଏକ ବୁଦାଠାରୁ ନିଜ ଚେହେରାକୁ ରକ୍ଷା କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧-୩

“ଆମ୍ଭେ ଯେ ଅଛୁ, ସେ ଅଛୁ”

୩:୧୩, ୧୪

ଯିହୋବା ମୋଶାଙ୍କୁ ନିଜ ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ କଥା ଜଣାଇଲେ । ତାହା ହେଉଛି, ନିଜ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସେ ଯାହା ଚାହିଁବେ ତାହା ହୋଇପାରିବେ । କିନ୍ତୁ ଏପରି କରିବା ସମୟରେ ସେ ନିଜ ମାନଦଣ୍ଡଗୁଡ଼ିକୁ ଅଣଦେଖା କରନ୍ତି ନାହିଁ । ଯେପରି ପିତାମାତା ନିଜ ପିଲାଙ୍କ ଦେଖାଶୁଣା କରିବା ପାଇଁ ଭିନ୍ନ ଭିନ୍ନ କାମ କରନ୍ତି, ଯିହୋବା ନିଜ ସନ୍ତାନମାନଙ୍କ ଦେଖାଶୁଣା କରିବା ପାଇଁ ସେ ଯାହା ଚାହାନ୍ତି, ତାହା ହୋଇଯାʼନ୍ତି ।

ମୋ ଜୀବନରେ ଯିହୋବା ମୋ ପାଇଁ କʼଣ ହୋଇଛନ୍ତି ?

ଚିତସମୂହ: ଜଣେ ପିତା ବିଭି ଉପାୟରେ ନିଜ ପରିବାରର ଯନ ନେଉଛନ୍ତି । ୧. ତାଙ୍କ ପୁଅ ଶୋଇବା ପୂର୍ବରୁ ତାʼ ସହ କଥା ହେଉଛନ୍ତି । ୨. ସେ ନିଜ ପନୀ ଓ ପୁଅ ସହ ଦୈନିକ ପାଠରୁ ପଛନ୍ତି । ୩. ସେ ନିଜ ପୁଅକୁ ସାଇକେଲ ଚଲାଇବା ଶିଖାଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ