୨୯ ଜୁନ୍–୫ ଜୁଲାଇ
ଯାତ୍ରା ପୁସ୍ତକ ୪-୫
ଗୀତ ୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’”: (୧୦ ମି.)
ଯାତ୍ରା ୪:୧୦, ୧୩—ମୋଶା ଭାବିଲେ ଯେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ପାଇଁ ସେ ଯୋଗ୍ୟ ନୁହନ୍ତି (ପ୍ର୧୦-ହି ୧୦/୧୫ ୧୪)
ଯାତ୍ରା ୪:୧୧, ୧୨—ଯିହୋବା ମୋଶାଙ୍କୁ ଭରସା ଦେଲେ ଯେ ସେ ତାଙ୍କୁ ସାହାଯ୍ୟ କରିବେ (ପ୍ର୧୪-ହି ୪/୧୫ ୯ ¶୫-୬)
ଯାତ୍ରା ୪:୧୪, ୧୫—ଯିହୋବା ମୋଶାଙ୍କୁ ସାହାଯ୍ୟ କରିବା ପାଇଁ ହାରୋଣଙ୍କୁ ପଠାଇଲେ (ପ୍ର୧୦-ହି ୧୦/୧୫ ୧୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୪:୨୪-୨୬—ସିପ୍ପୋରା ଯିହୋବାଙ୍କୁ “ରକ୍ତପ୍ରିୟ ବର” ବୋଲି କାହିଁକି କହିଲେ ? (ପ୍ର୦୪-ହି ୩/୧୫ ୨୮ ¶୪)
ଯାତ୍ରା ୫:୨—ଫାରୋ କେଉଁ ଅର୍ଥରେ ଯିହୋବାଙ୍କୁ ଜାଣି ନ ଥିଲା ? (ଇନସାଇଟ୍-୨ ୧୨ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯାତ୍ରା ୪:୧-୧୭ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ସେହି ବ୍ୟକ୍ତିଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୨)
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ପୃ ୧୦୦ ¶୧୫-୧୬ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“‘ପ୍ରଚାର କରିବାର ନମୁନାର’ କିପରି ବ୍ୟବହାର କରିବା”: (୫ ମି.) ଆଲୋଚନା ।
“ଆପଣ ପ୍ରଚାର କରିପାରିବେ ଓ ଶିଖାଇପାରିବେ !”: (୧୦ ମି.) ଆଲୋଚନା । ସାହସୀ ପ୍ରଚାରକ ହୁଅନ୍ତୁ ! ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୫ ¶୧-୮, ଅଧିକ ବିବରଣୀ–୧୬, ୧୭
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୧୬ ଏବଂ ପ୍ରାର୍ଥନା