ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୫
  • ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ବଳି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ବଳି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତାʼ ପାଇଁ କୃତଜ୍ଞ ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୫
ଏକ ଇଏଲୀୟ ପରିବାର ମଙ୍ଗଳବଳି ପାଇଁ ଯେଉଁ ପଶୁ ବଳିଦାନ କରିଥିଲା, ସେଥିରୁ ସେମାନେ ଖାଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୬-୭

ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ବଳି

୭:୧୧-୧୫, ୨୦

ଇସ୍ରାଏଲୀୟମାନେ ଯେଉଁ ମଙ୍ଗଳାର୍ଥକ ବଳି ଚଢ଼ାଉଥିଲେ, ସେଥିରୁ ଆମେ କʼଣ ଶିଖୁ ? ଆମେ ଶିଖୁ ଯେ ପ୍ରାର୍ଥନାରେ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ଏବଂ ନିଜ କାମଗୁଡ଼ିକରୁ ଦେଖାଇବା ଉଚିତ୍‌ ଯେ ଆମେ ତାହାଙ୍କର କୃତଜ୍ଞ ଅଟୁ ।—ଫିଲିପ୍‌ ୪:୬, ୭; କଲ ୩:୧୫.

  • ଆମେ କେଉଁ କଥାଗୁଡ଼ିକ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ?—୧ଥେସ ୫:୧୭, ୧୮

  • ଯିହୋବାଙ୍କୁ ଧନ୍ୟବାଦ ଦେଲେ ଆମର କʼଣ ଲାଭ ହୁଏ ?

  • କେଉଁ କାମଗୁଡ଼ିକରୁ ଜଣେ ବ୍ୟକ୍ତି ଦେଖାଏ ଯେ ସେ ‘[ଦୁଷ୍ଟ ସ୍ୱର୍ଗଦୂତମାନଙ୍କ] ମେଜରୁ’ ଭୋଜନ କରୁଛି ? ଏପରି କରି ସେ ଯିହୋବାଙ୍କର କିପରି ଅନାଦର କରେ ?—୧କରି ୧୦:୨୦, ୨୧

ଜଣେ ଇଏଲୀୟ ସ୍ତ୍ରୀ ଲୋକ ଉପରକୁ ଦେଖି ଯିହୋବାଙ୍କୁ ଧନ୍ୟବାଦ ଦେଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ