ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁଲାଇ ପୃଷ୍ଠା ୨
  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଈଶ୍ୱର ଇସ୍ରାଏଲ ସନ୍ତାନମାନଙ୍କୁ ଉଦ୍ଧାର କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ଆରମ୍ଭର ତିନୋଟି ଦଣ୍ଡ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁଲାଇ ପୃଷ୍ଠା ୨
ଇଏଲୀୟ ଓ ଅଣଇଏଲୀୟମାନଙ୍କର ଏକ ଭି ମିଶରରୁ ବାହାରି ଆସୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୬-୭

“ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”

୬:୧, ୬, ୭; ୭:୪, ୫

ଯିହୋବା ପୂର୍ବରୁ ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେ ମିଶରୀୟମାନଙ୍କ ଉପରେ ବିପତ୍ତିଗୁଡ଼ିକ ଆଣିବେ ଏବଂ ନିଜ ଲୋକମାନଙ୍କୁ ଦାସତ୍ୱରୁ ମୁକ୍ତ କରିବେ । ସେହି ସମୟରେ ଇସ୍ରାଏଲୀୟମାନେ ନିଜ ଆଖିରେ ଦେଖିପାରନ୍ତେ ଯେ ଯିହୋବା କିପରି ଅସାଧାରଣ ଭାବେ ନିଜ ଶକ୍ତିର ପ୍ରମାଣ ଦେଉଛନ୍ତି । ସେତେବେଳେ ମିଶରୀୟମାନେ ମଧ୍ୟ ଜାଣି ଯାଆନ୍ତେ ଯେ ଯିହୋବା କିଏ । ଯେତେବେଳେ ଯିହୋବାଙ୍କ ଏହି ପ୍ରତିଜ୍ଞାଗୁଡ଼ିକ ପୂରଣ ହେଲା, ଇସ୍ରାଏଲୀୟମାନଙ୍କ ବିଶ୍ୱାସ ବଢ଼ିଲା ଏବଂ ସେମାନେ ମିଶର ଦେଶର ମିଥ୍ୟା ଶିକ୍ଷାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପରିତ୍ୟାଗ କରିପାରିଲେ ।

ଯିହୋବାଙ୍କ ଭବିଷ୍ୟତବାଣୀଗୁଡ଼ିକ ନିଶ୍ଚୟ ପୂରଣ ହେବ ବୋଲି ବାଇବଲର ଏ ଘଟଣାରୁ କିପରି ଆପଣଙ୍କ ବିଶ୍ୱାସ ମଜବୁତ୍‌ ହୁଏ ?

ଯିହୋବାଙ୍କ ବିସ୍ତ ଉପାସକମାନେ ମହାକ୍ଳେଶରୁ ବାହାରି ଆସୁଛନ୍ତି   ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ