ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୬
  • ୩୦ ନଭେମ୍ବର–୬ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୦ ନଭେମ୍ବର–୬ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୬

୩୦ ନଭେମ୍ବର–୬ ଡିସେମ୍ବର

ଲେବୀ ପୁସ୍ତକ ୮-୯

  • ଗୀତ ୧୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କ ଆଶିଷର ପ୍ରମାଣ”: (୧୦ ମି.)

    • ଲେବୀ ୮:୬-୯, ୧୨—ହାରୋଣ ଓ ତାଙ୍କ ପୁଅମାନଙ୍କୁ ମୋଶା ଯାଜକ ଭାବେ ନିଯୁକ୍ତ କଲେ (ଇନସାଇଟ୍‌-୧ ପୃ ୧୨୦୭)

    • ଲେବୀ ୯:୧-୫—ଯାଜକମାନେ ସମଗ୍ର ଇସ୍ରାଏଲ ରାଷ୍ଟ୍ର ସମ୍ମୁଖରେ ପ୍ରଥମ ଥର ପାଇଁ ପଶୁବଳି ଚଢ଼ାଇଲେ (ଇନସାଇଟ୍‌-୧ ପୃ ୧୨୦୮ ¶୮)

    • ଲେବୀ ୯:୨୩, ୨୪—ଯିହୋବା ଏହାର ପ୍ରମାଣ ଦେଲେ ଯେ ନିଯୁକ୍ତ କରାଯାଇଥିବା ଯାଜକମାନଙ୍କ ଉପରେ ତାହାଙ୍କ ମଞ୍ଜୁରି ରହିଛି (ପ୍ର୧୯.୧୧-ହି ପୃ ୨୩ ¶୧୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଲେବୀ ୮:୬—ଯିହୋବା ଯାଜକମାନଙ୍କୁ ସଫାସୁତୁରା ରହିବାର ଯେଉଁ ଆଜ୍ଞା ଦେଇଥିଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୪-ହି ୧୧/୧୫ ପୃ ୯ ¶୬)

    • ଲେବୀ ୮:୧୪-୧୭—ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକ ଭାବେ ନିଯୁକ୍ତ କରାଯିବା ସମୟରେ ହାରୋଣ ବଦଳରେ ମୋଶା କାହିଁକି ବଳି ଚଢ଼ାଇଲେ ? (ଇନସାଇଟ୍‌-୨ ପୃ ୪୩୭ ¶୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଲେବୀ ୮:୩୧–୯:୭ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଖୁସିର ଖବର ପତ୍ରିକାର ପାଠ ୭ରୁ କିଛି କୁହନ୍ତୁ ଏବଂ ଏ ପୁସ୍ତିକା ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ପୁନଃସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଆମ ୱେବସାଇଟ୍‌ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୪)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍‌) ଆମକୁ ଶିଖାଏ ପୃ ୮୪ ¶୬-୭ (ଶିଖାଇବା  ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୮

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଫୋନ୍‌ରେ ସାକ୍ଷ୍ୟ ଦେବାରେ”: (୧୫ ମି.) ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା । ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୨ ¶୧୧-୧୭, ଅଧିକ ବିବରଣୀ—୨୭

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୨୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ