ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ନଭେମ୍ବର ପୃଷ୍ଠା ୬
  • ଯିହୋବାଙ୍କ ଆଶିଷର ପ୍ରମାଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଆଶିଷର ପ୍ରମାଣ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ଏବଂ ସେ କʼଣ କରେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ନଭେମ୍ବର ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୮-୯

ଯିହୋବାଙ୍କ ଆଶିଷର ପ୍ରମାଣ

୮:୬-୯, ୧୨; ୯:୧-୫, ୨୩, ୨୪

ଯେତେବେଳେ ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକ ଭାବେ ନିଯୁକ୍ତ କରାଗଲା, ସେତେବେଳେ ସେମାନେ ପ୍ରଥମ ଥର ପାଇଁ ଯିହୋବାଙ୍କୁ ହୋମବଳି ଚଢ଼ାଇଲେ । ଏତିକିବେଳେ ଯିହୋବା ବେଦି ଉପରେ ନିଆଁ ବର୍ଷା କଲେ ଏବଂ ବଳିଦାନକୁ ସମ୍ପୂର୍ଣ୍ଣ ଭାବେ ଭସ୍ମ କରିଦେଲେ । ଏପରି କରି ଯିହୋବା ପ୍ରମାଣିତ କଲେ ଯେ ଯାଜକମାନଙ୍କ ଉପରେ ତାହାଙ୍କ ମଞ୍ଜୁରି ଅଛି ଏବଂ ସେମାନଙ୍କୁ ସମର୍ଥନ କରୁଛନ୍ତି । ଯିହୋବା ସେଠାରେ ଥିବା ସମସ୍ତ ଇସ୍ରାଏଲୀୟମାନଙ୍କଠାରୁ ଚାହୁଁଥିଲେ ଯେ ସେମାନେ ମଧ୍ୟ ଯାଜକମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତୁ । ଆଜି ଯିହୋବା ସବୁଠାରୁ ବଡ଼ ମହାଯାଜକ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି । (ଏବ୍ରୀ ୯:୧୧, ୧୨) ୧୯୧୯ ମସିହାରେ ଯୀଶୁ ଅଭିଷିକ୍ତ ଭାଇମାନଙ୍କର ଏକ ଛୋଟ ସମୂହକୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଭାବେ ନିଯୁକ୍ତ କଲେ । (ମାଥି ୨୪:୪୫) ଆଜି ଏହାର କʼଣ ପ୍ରମାଣ ରହିଛି ଯେ ଯିହୋବା ଏହି ବିଶ୍ୱସ୍ତ ଦାସର କାମ ଉପରେ ଆଶିଷ ଦେଉଛନ୍ତି ଏବଂ ଏହା ଉପରେ ତାହାଙ୍କ ମଞ୍ଜୁରି ରହିଛି ।

  • ବିଶ୍ୱସ୍ତ ଦାସର କାମକୁ ରୋକିବା ପାଇଁ ବହୁତ ଚେଷ୍ଟା କରାଯାଇଛି, ତଥାପି ଏହି ଦାସ ଆମକୁ ସଠିକ୍‌ ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇବା କେବେ ମଧ୍ୟ ବନ୍ଦ କରି ନାହିଁ

  • ଯେପରି ଭବିଷ୍ୟତବାଣୀ କରାଯାଇଥିଲା, ଆଜି “ସମୁଦାୟ ପୃଥିବୀରେ” ସୁସମାଚାର ପ୍ରଚାର କରାଯାଉଛି ।—ମାଥି ୨୪:୧୪

ଆମେ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ କିପରି ସହଯୋଗ କରିପାରିବା ?

ଚିତସମୂହ: ୧. ମହିମାରେ ପରିପୂର୍ଣ୍ଣ ଯୀଶୁ ଷ୍ଟ ଥିବୀ ଉପରେ ଶାସନ କରୁଛନ୍ତି । ୨. ସମସ୍ତଙ୍କୁ କିପରି ସଠିକ୍‌ ସମୟରେ ଆଧକ ଭୋଜନ ମିଳିବ, ଶାସନ ଦଳର ସଦସ୍ୟମାନେ ମିଶି ଆଲୋଚନା କରୁଛନ୍ତି । ୩. ଜଣେ ଭାଇ ଏକ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ