ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୮
  • ଇସ୍ରାଏଲରେ ଯୋବେଲ ବର୍ଷ ଓ ଭବିଷ୍ୟତରେ ମୁକ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଇସ୍ରାଏଲରେ ଯୋବେଲ ବର୍ଷ ଓ ଭବିଷ୍ୟତରେ ମୁକ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ଆଶିଷ କିପରି ପାଇବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୮

ଯୋବେଲ ବର୍ଷରେ ଇସ୍ରାଏଲୀୟ ଦାସମାନେ ମୁକ୍ତ ହୋଇ ନିଜ ପରିବାରକୁ ଫେରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଇସ୍ରାଏଲରେ ଯୋବେଲ ବର୍ଷ ଓ ଭବିଷ୍ୟତରେ ମୁକ୍ତି

ଯୋବେଲ ବର୍ଷର ବ୍ୟବସ୍ଥା ଯୋଗୁଁ ଇସ୍ରାଏଲରେ କେହି ମଧ୍ୟ ସବୁଦିନ ପାଇଁ ଋଣରେ ବୁଡ଼ି ରହୁ ନ ଥିଲେ କିମ୍ବା ଗରିବ ହୋଇ ରହୁ ନ ଥିଲେ (ଲେବୀ ୨୫:୧୦; ପ୍ର୧୯.୧୨-ହି ପୃ ୮ ¶୩; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଇସ୍ରାଏଲରେ ଜମି ବିକ୍ରି କରିବାର ଅର୍ଥ ଥିଲା ଜମିକୁ ଲିଜରେ ଦେବା । ଜଣେ ଇସ୍ରାଏଲୀୟର ଜମିରେ ଯୋବେଲ ବର୍ଷ ପର୍ଯ୍ୟନ୍ତ ଯେତିକି ଅମଳ ହୁଅନ୍ତା, ସେହି ଅମଳର ସମାନ ଦାମରେ ହିଁ ସେ କାହାରିକୁ ନିଜ ଜମିକୁ ଲିଜରେ ଦେଇପାରୁଥିଲା (ଲେବୀ ୨୫:୧୫; ଇନସାଇଟ୍‌-୧ ପୃ ୧୨୦୦ ¶୨)

ଯେବେ ଯିହୋବାଙ୍କ ଲୋକମାନେ ଯୋବେଲ ବର୍ଷ ବିଷୟରେ ତାହାଙ୍କ ନିୟମ ପାଳନ କଲେ, ସେ ସେମାନଙ୍କୁ ଆଶିଷ ଦେଲେ (ଲେବୀ ୨୫:୧୮-୨୨; ଇନସାଇଟ୍‌ -୨ ପୃ ୧୨୨-୧୨୩)

ଖୁବ୍‌ ଶୀଘ୍ର ଯିହୋବାଙ୍କ ବିଶ୍ୱସ୍ତ ଲୋକମାନେ ଆଉ ଏକ ପ୍ରକାରର ମୁକ୍ତି ପାଇବେ, ସେମାନଙ୍କୁ ପାପ ଓ ମୃତ୍ୟୁରୁ ସବୁଦିନ ପାଇଁ ମୁକ୍ତି ମିଳିବ ।—ରୋମୀ ୮:୨୧.

ଚିତସମୂହ: ଲୋକମାନେ ଥିବୀକୁ ପାରଦୀଶରେ ପରିଣତ କରୁଛନ୍ତି । ୧. ସାବଶେଷଗୁକୁ ସଫା କରୁଛନ୍ତି । ୨. ଘର ଓ ରାସ୍ତା ତିଆରି କରୁଛନ୍ତି । ୩. ବଗିଚା ତିଆରି କରୁଛନ୍ତି ।

ପାପ ଓ ମୃତ୍ୟୁରୁ ମୁକ୍ତି ପାଇବା ପାଇଁ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ କʼଣ କରିବାକୁ ହେବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ