ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୦
  • ଯିହୋବାଙ୍କ ଆଶିଷ କିପରି ପାଇବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଆଶିଷ କିପରି ପାଇବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସନ୍ତୁଷ୍ଟ କାହିଁକି ରହିବା ଏବଂ ନିଜ ସୀମା ଭିତରେ କାହିଁକି ରହିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଇସ୍ରାଏଲରେ ଯୋବେଲ ବର୍ଷ ଓ ଭବିଷ୍ୟତରେ ମୁକ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୦

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଆଶିଷ କିପରି ପାଇବା ?

ନିର୍ଜୀବ ମୂର୍ତ୍ତିଗୁଡ଼ିକଠାରୁ ଦୂରେଇ ରହନ୍ତୁ (ଲେବୀ ୨୬:୧; ପ୍ର୦୮-ହି ୪/୧୫ ପୃ ୪ ¶୮)

ଯିହୋବା ଯେପରି କହିଛନ୍ତି, ସେହିପରି ତାହାଙ୍କର ଉପାସନା କରନ୍ତୁ (ଲେବୀ ୨୬:୨; ଇନସାଇଟ୍‌-୧ ପୃ ୨୨୩ ¶୩)

ତାହାଙ୍କ ଆଜ୍ଞା ପାଳନ କରନ୍ତୁ (ଲେବୀ ୨୬:୩, ୧୨; ପ୍ର୯୨-ହି ୧/୧ ପୃ ୨୦ ¶୧୦)

ଯେଉଁ ଇସ୍ରାଏଲୀୟମାନେ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କଲେ, ସେମାନଙ୍କର ଯିହୋବାଙ୍କ ସହ ଏକ ଭଲ ସମ୍ପର୍କ ଥିଲା ଏବଂ ସେମାନଙ୍କୁ ଅନେକ ଆଶିଷ ମିଳିଲା ।

ଜଣେ ଭାଇ ଓ ତାଙ୍କ ପନୀ ସର୍ବସାଧାରଣରେ ଖୁସିରେ ସାକ୍ଷ୍ୟ ଦେଉଛନ୍ତି । ଆଖପାଖରେ ଲୋକମାନେ କିଣାକିଣି କରୁଛନ୍ତି ଏବଂ ଦାମୀ ଗାଗୁକରେ ବୁଲୁଛନ୍ତି ।

ଯିହୋବାଙ୍କ ଆଶିଷ ଯୋଗୁଁ ଆପଣଙ୍କୁ କʼଣ କʼଣ ମିଳିଛି:

  • ବାଇବଲର ସଠିକ୍‌ ଜ୍ଞାନ ?

  • ମନର ଶାନ୍ତି ?

  • ପରିବାରରେ ଖୁସି ?

  • ନୂତନ ପୃଥିବୀରେ ରହିବାର ଆଶା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ